ରାଜ୍ୟ ସରକାର ଙ୍କ ନୂଆ ସ୍ବାସ୍ଥ୍ୟ ଯୋଜନା:ସମସ୍ତଙ୍କୁ ମିଳିବ ୫ଲକ୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିମା

କେନ୍ଦ୍ର ସରକାର ଙ୍କ ଆୟୁଷ୍ମାନ ଯୋଜନା ଲୋକ ମାନଙ୍କ ପାଖରେ ଠିକ୍ ଭାବରେ ପହଞ୍ଚିପରିନଥିଲେ ମଧ୍ୟ ତାହାକୁ ପଛରେ ପକାଇଲା ପରି ଯୋଗାଣ କା ରାଜ୍ୟ ସରକାର।

ଆସନ୍ତା ଅଗଷ୍ଟ ୧୫ ସ୍ଵାଧୀନତା ଦିବସ ରୁ ଆରମ୍ଭ ହେବାକୁ ଯାଉଛି ଏହି ନୂଆ ସ୍ବାସ୍ଥ୍ୟ ଯୋଜନା ଯାହାର ନାମ ହେଉଛି “ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା”

ଏହି ଯୋଗାଣ ଅଧୀନ ରେ ପରିବାର ମାନଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ଯୋଗାଇ ଦିଆଯିବ। ସମସ୍ତ ବଡ଼ ବଡ଼ ସରକାରୀ ଚିକିତ୍ସାଳୟ ଠୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ।

ଆକଳନ ଅନୁସାରେ ରାଜ୍ୟ ର ୭୦ ପ୍ରତିଶତ ଲୋକ ଏହି ଯୋଜନା ମାଧ୍ୟମ ରେ ଉପକୃତ ହେବେ।ଏହା ସହ ସହ ପ୍ରସୂତି ଓ ଶିଶୁ ମାନଙ୍କୁ ଡାକ୍ତରଖାନା ଆସିବାକୁ ୫୦୦ ଟଙ୍କା ର ଯାତାୟାତ ଖର୍ଚ୍ଚ ମଧ୍ୟ ଦିଆ ଯିବ।

Leave a Reply

Your email address will not be published. Required fields are marked *