Home ଗୃହସ୍ଥି ମନର ଇଛା ପୁରଣ କରିବାର ଚମତ୍କାର ଉପାୟ

ମନର ଇଛା ପୁରଣ କରିବାର ଚମତ୍କାର ଉପାୟ

ଆଜି ଆମେ ଜାଣିବା କିଛି ମନସ୍କାମନା ପୁରଣ କରିବାର ଉପାୟ ବିଷୟରେ। ଏହି ଉପାୟ ଅବଲମ୍ବନ କରିବା ଦ୍ୱାରା ଆପଣଙ୍କର ମନସ୍କାମନା ନିଶ୍ଚୟ ପୂରଣ ହୋଇଯିବ।

ଏହି ଉପାୟ କୁ ଯେମିତି କୁହା ଯାଉଛି ଠିକ୍ ସେମିତି ହିଁ କରନ୍ତୁ ଯାହା ଫଳରେ କି ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ।

ଯଦି ଏହି ଉପୟକୁ ଆପଣ ସନ୍ଧ୍ୟା ସମୟରେ କରନ୍ତି ତାହେଲେ ଏହା ବେଶି ଲାଭଦାୟକ ହେବ।

ପ୍ରଥମେ ଆପଣ ଏକ ଧଳା କାଗଜ ନିଅନ୍ତୁ ଓ ନିଜର ଯାହା ବି ମନସ୍କାମନା ଅଛି ତାହାକୁ ଏଥିରେ ଲେଖିଦିଆନ୍ତୁ।

ଏହା ପରେ କିଛି ଝୁଣା ନେଇ ଏକ ଲୁହା ର ପାତ୍ର ରେ ଏହାକୁ ଜଳାନ୍ତୁ।

ଏହା ପରେ ଆପଣ ଲେଖିଥିବା କାଗଜ କୁ ଏହି ଝୁଣା ନିଆ ରେ ଜଳାଇଦିଆନ୍ତୁ।

ଏହି ଉପାୟକୁ ଆପଣ ଘରେ ମଧ୍ୟ କରିପାରିବେ ଠାକୁରଙ୍କ ଫଟୋ ରଖି ମଧ୍ୟ କରିପାରିବେ। କିନ୍ତୁ ମନେ ରଖନ୍ତୁ ଯେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ଙ୍କ ଫଟୋ ହିଁ ରଖିବେ।

ଯେତେବେଳେ ଏହି କାଗଜ ଜଳୁଥିବା ସେତେବେଳେ ହାତ ଯୋଡ଼ି ମନେ ମନେ ନିଜର ମନସ୍କାମନା କୁ ସ୍ମରଣ କରନ୍ତୁ।

ଏହିପରି କରିବା ଦ୍ଵାରା ଆପଣଙ୍କ ମନସ୍କାମନା କିଛି ଦିନରେ ନିଶ୍ଚୟ ପୁରଣ ହୋଇଯିବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ସେସୁ ରେ ଠିକା କମ୍ପାନୀ OEDC ର ମନମାନୀ ,କର୍ତ୍ତୃପକ୍ଷ ଚୁପ ,ମାସ ମାସ ଧରି ଇପିଏଫ ବାନ୍ଧୁନି କମ୍ପାନୀ

ଆସନ୍ତା ଜୁନ 1 ତାରିଖ ରୁ ସେସୁ କୁ ଅଧିଗ୍ରହଣ କରିନେଉଛି ଟାଟା I ତେବେ ଏହାଭିତରେ ଶ୍ରମିକ ମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଯାଇଥିବା ବେଳେ ବିଶେଷ କରି ସେସୁ ରେ...

ୟୁଟୁବ ଚାନେଲ ରେ ଯୋଗ ଶିଖାଉଛନ୍ତି ଯୋଗ ଗୁରୁ ଗଣେଶ ଗୋଛିକାର

ଏବେ ଲକ ଡାଉନ ଚାଲିଛି ,ସମସ୍ତେ ଗୃହବନ୍ଦୀ ଥିବାବେଳେ ସୁସ୍ଥ ରହିବା ପାଇଁ ଦୈନିକ ଜିମ୍ ବା ଯୋଗ କରିବା ନିହାତି ଜରୁରୀ କିନ୍ତୁ ବର୍ତମାନ ସବୁ ଯୋଗ ସେଣ୍ଟର ବନ୍ଦ ରହିଛି,ବିନା...

ଲକ ଡାଉନ ରେ ମନ କିଣିନେଲେ ଅଭିନେତ୍ରୀ

ଏବେ ଲକ ଡାଉନ ଚାଲିଥିବା ବେଳେ ସମସ୍ତେ ଗୃହବନ୍ଦୀ ତେବେ ଏହି ଲକ ଡାଉନ ରେ ସହାୟତା ର ହାତ ବଢ଼ାଇ ପ୍ରସଂଶା ସାଉଁଟୁଛନ୍ତି ଅଭିନେତ୍ରୀ ଅନୁମିତା I ତାଙ୍କ ସହାୟତା ପାଇଁ...

15ବର୍ଷ ର ବଳିଦାନ ବୁଝିଲାନି ଚାନେଲ ,ବରିଷ୍ଠ କ୍ୟାମେରା ମ୍ୟାନ ଚାକିରୀ ଖଣ୍ଡେ ପାଇଁ ହନ୍ତସନ୍ତ ହେଇ ଆଖି ବୁଜିଲେ

Odisha Exclusive ବ୍ୟୁରୋ // ଓଡିଶା ମିଡ଼ିଆ ଜଗତ ର ଜଣେ ଜଣାଶୁଣା ନା ସୁକାନ୍ତ ପାଣିଗ୍ରାହୀ I ଆଉ କିନ୍ତୁ ସେ ନାହାନ୍ତି ,ମେ 16ରେ ତାଙ୍କର ମୃତ୍ୟ ହେଇଯାଇଥିବା ବେଳେ...