ମନର ଇଛା ପୁରଣ କରିବାର ଚମତ୍କାର ଉପାୟ

ଆଜି ଆମେ ଜାଣିବା କିଛି ମନସ୍କାମନା ପୁରଣ କରିବାର ଉପାୟ ବିଷୟରେ। ଏହି ଉପାୟ ଅବଲମ୍ବନ କରିବା ଦ୍ୱାରା ଆପଣଙ୍କର ମନସ୍କାମନା ନିଶ୍ଚୟ ପୂରଣ ହୋଇଯିବ।

ଏହି ଉପାୟ କୁ ଯେମିତି କୁହା ଯାଉଛି ଠିକ୍ ସେମିତି ହିଁ କରନ୍ତୁ ଯାହା ଫଳରେ କି ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ।

ଯଦି ଏହି ଉପୟକୁ ଆପଣ ସନ୍ଧ୍ୟା ସମୟରେ କରନ୍ତି ତାହେଲେ ଏହା ବେଶି ଲାଭଦାୟକ ହେବ।

ପ୍ରଥମେ ଆପଣ ଏକ ଧଳା କାଗଜ ନିଅନ୍ତୁ ଓ ନିଜର ଯାହା ବି ମନସ୍କାମନା ଅଛି ତାହାକୁ ଏଥିରେ ଲେଖିଦିଆନ୍ତୁ।

ଏହା ପରେ କିଛି ଝୁଣା ନେଇ ଏକ ଲୁହା ର ପାତ୍ର ରେ ଏହାକୁ ଜଳାନ୍ତୁ।

ଏହା ପରେ ଆପଣ ଲେଖିଥିବା କାଗଜ କୁ ଏହି ଝୁଣା ନିଆ ରେ ଜଳାଇଦିଆନ୍ତୁ।

ଏହି ଉପାୟକୁ ଆପଣ ଘରେ ମଧ୍ୟ କରିପାରିବେ ଠାକୁରଙ୍କ ଫଟୋ ରଖି ମଧ୍ୟ କରିପାରିବେ। କିନ୍ତୁ ମନେ ରଖନ୍ତୁ ଯେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ଙ୍କ ଫଟୋ ହିଁ ରଖିବେ।

ଯେତେବେଳେ ଏହି କାଗଜ ଜଳୁଥିବା ସେତେବେଳେ ହାତ ଯୋଡ଼ି ମନେ ମନେ ନିଜର ମନସ୍କାମନା କୁ ସ୍ମରଣ କରନ୍ତୁ।

ଏହିପରି କରିବା ଦ୍ଵାରା ଆପଣଙ୍କ ମନସ୍କାମନା କିଛି ଦିନରେ ନିଶ୍ଚୟ ପୁରଣ ହୋଇଯିବ।

Leave a Reply

Your email address will not be published. Required fields are marked *