ଘରକୁ ମାଙ୍କଡ ଆସିବାର ଅର୍ଥ କଣ?

ମାଙ୍କଡ ମଧ୍ୟ ଦେଇଥାଏ ଲକ୍ଷ୍ମୀ ଛାଡ଼ି ଯିବାର ସୂଚନା। ତେବେ ଆସନ୍ତୁ ଜାଣିବା ମାଙ୍କଡ ଘରକୁ ଆସିବାର ଅର୍ଥ କଣ।

  • ଯେଉଁ ଘରେ କୌଣସି ନିୟମ ନିଷ୍ଠା ନ ଥାଏ ଓ କେବେ ଭାଗବତ ପାଠ ହୁଏନାହିଁ ସେଠାରୁ ଲକ୍ଷ୍ମୀ ଛାଡ଼ି ଚାଲି ଯାଆନ୍ତି।
  • ଯଦି ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ସର୍ବଦା କଳହ ଲାଗି ରୁହେ ତାହେଲେ ସେହି ଘରୁ ଲକ୍ଷ୍ମୀ ଛାଡ଼ି ଚାଲି ଯାଆନ୍ତି।
  • ଯେଉଁ ସ୍ଥାନ ରେ ସିଷ୍ଟାଚାର ନଥାଏ ସେ ଜାଗାରୁ ଲକ୍ଷ୍ମୀ ଛାଡ଼ି ଯାଆନ୍ତି।

ତେବେ ଏହି ସବୁ କାର୍ଯ୍ୟ ଦ୍ଵାର ଲକ୍ଷ୍ମୀ ତ ଛାଡ଼ି ଚାଲି ଯାଆନ୍ତି କିନ୍ତୁ ଲକ୍ଷ୍ମୀ ଛାଡ଼ି ଯିବାର ସୂଚନା କେତେକ ପଶୁପକ୍ଷୀ ମଧ୍ୟ ଆମକୁ ଦେଇଥାନ୍ତି।

  1. କୁକୁର

ଯଦି କୌଣସି ବୁଲା କୁକୁର ଘରକୁ ପଶିଆସେ ତେବେ ଜାଣିବେ ଯେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ଅଛନ୍ତି।

୨. କୁକୁଡ଼ା

ସେହି ପରି ଭାବରେ ଯଦି କୁକୁଡ଼ା ଆପଣକଂ ଘରକୁ ଚାଲିଆସେ ତାହେଲେ ମଧ୍ୟ ଏହା ସୂଚନା ଦେଇଥାଏ ଯେ ମା ଲକ୍ଷ୍ମୀ ଆପଣକଂ ଉପରେ ରୁଷ୍ଟ୍ ଅଛନ୍ତି।

୩. ଛେଳି

ଛେଳି ର ପାଦ ଯେଉଁ ଘରେ ପଡେ ସେ ଘରେ କେବେ ବି ମା ଲକ୍ଷ୍ମୀ ବାସ କରନ୍ତି ନାହିଁ।

୪. କଳା ମୁଖ ମାଙ୍କଡ

ଯଦି କଳା ମୁଖ ଥିବା ମାଙ୍କଡ ଆପଣକଂ ଘରକୁ ପସିଆସେ ଓ ଘରେ ତାହାର ପାଦ ଚିହ୍ନ ରହିଯାଏ ତେବେ ମା ଲକ୍ଷ୍ମୀ ସେହି ଘରକୁ ସବୁଦିନ ପାଇଁ ଛାଡ଼ି ଦିଅନ୍ତି।

ଉପରେ ଯେଉଁ ସବୁ ପଶୁ ମାନଙ୍କ ବିଷୟରେ ବର୍ଣ୍ଣନା କରାଗଲା ସେହି ସବୁ ପଶୁ ମାନଙ୍କୁ ଘରେ ନ ରଖିବା ଭଲ।

ଆଧୁନିକ ମଣିଷ ଗୋ ମାତା ଙ୍କ ସେବା କରିବା କୁ ଛୋଟ ଭାବୁଚି ଓ କୁକୁର ରଖି ତାହାର ସେବା କରିବାକୁ ଉଚ୍ଚ କୋଟି ର କାମ ଭାବୁଛି।

ଦୟାକରି ସଚେତନ ହୁଅନ୍ତୁ ଓ ଅନ୍ୟ ମାନଙ୍କୁ ମଧ୍ୟ ସେୟାର କରି ସଚେତନ କରାନ୍ତୁ।

Leave a Reply

Your email address will not be published. Required fields are marked *