ଯଦି ଶନିବାର ଦିନ ଏହି ୩ ଜଣ ଦେଖା ହୁଅନ୍ତି ତେବେ ଜାଣନ୍ତୁ ଆପଣଙ୍କ ଭାଗ୍ୟ ଚମକିବାର ଅଛି !

ଗ୍ରହ ମାନଙ୍କ ମଧ୍ୟରେ ସବୁଠାରୁ ପ୍ରଭାବଶାଳୀ ହେଉଛନ୍ତି ଶନିଦେବ I କୁହାଯାଏ ଶନିଦେବ ଙ୍କ କୋପ ନଜର ଯାହା ଉପରେ ଥରେ ପଡିଥାଏ , ସେ କାଙ୍ଗାଳ ହେଇଯାଏ I ତେବେ ଶନିଦେବ କେବଳ କୋପ କରନ୍ତି ନାହିଁ ଉତ୍ତମ ଫଳ ମଧ୍ୟ ଦିଅନ୍ତି I ଶନିଦେବ ଯେବେ କୃପା କରନ୍ତି ତେବେ ତିନୋଟି ସଂକେତ ଦେଇଥାନ୍ତି ଯାହାକି ଆମେ ଦେଖି ମଧ୍ୟ ଅଜ୍ଞତା ହେତୁ ଜାଣିପାରିନଥାଉ I ଚାଲନ୍ତୁ ଜାଣିବା ସେ ସବୁ ସଂକେତ କଣ ?1) ଯଦି ଶନିବାର ସକାଳୁ କୌଣସି ଭିକାରି ବା ଦରିଦ୍ର ବ୍ୟକ୍ତି ଙ୍କୁ ଆପଣଙ୍କ ଘର ଦ୍ୱାରରେ ଦେଖିବାକୁ ପାଆନ୍ତି ତେବେ ଜାଣନ୍ତୁ ଶନିଦେବ ଙ୍କ କୃପା ଆପଣଙ୍କ ଉପରେ ବର୍ଷୀବାକୁ ଯାଉଛି I

ଭୁଲ୍ ରେ ବି ସେମାନଙ୍କୁ ଗାଳି ଗୁଲଜ କରି ଖାଲି ହାତରେ ବିଦା କରନ୍ତୁ ନାହିଁ I ଶନିଦେବ କ୍ରୋଧ କରିବେ I ଆପଣଙ୍କ ସକ୍ଷମତେ କିଛି ନା କିଛି ନିହାତି ଦାନ କରନ୍ତୁ ପ୍ରଭୁ ଶନିଦେବ ସନ୍ତୁଷ୍ଟ ହେବେ I

2) ଶନିବାର ସକାଳୁ ଯଦି ଆପଣ କୌଣସି ସଫେଇ କର୍ମଚାରୀ କିମ୍ବା ଝାଡୁ କରୁଥିବା ବ୍ୟକ୍ତି ଙ୍କୁ ଦେଖିବେ , ଯଦି ସମ୍ଭବ କିଛି ଟଙ୍କା ବା କପଡା ତାଙ୍କୁ ଦାନ କରନ୍ତୁ Iଏହା ଦ୍ୱାରା ଆପଣଙ୍କର କାର୍ଯ୍ୟ ରେ ସଫଳତା ମିଳିବ I
3) ଶନିବାର ସକାଳୁ ଯଦି ଆପଣ କୌଣସି କାର୍ଯ୍ୟରେ ବାହାରିଥାନ୍ତି ଏବଂ କଳା ଦେଖିବାକୁ ମିଳେ ,

ତେବେ କୁକୁର କୁ ଘିଅ ଲଗା ରୁଟି ଖାଇବାକୁ ଦିଅନ୍ତୁ ଏହା ଦ୍ୱରା ଶନି ଦେବ ସ୍ୱୟଂ ପ୍ରସନ୍ନ ହେଇଥାନ୍ତି I ଏବଂ ଆପଣଙ୍କ ସର୍ବ ମଙ୍ଗଳ ହେଇଥାଏ I

Leave a Reply

Your email address will not be published. Required fields are marked *