ବରଫ କୁ ଚେହେରା ରେ ଘଷିବା ଦ୍ଵାରା ହୋଇଥାଏ ଏହି କ୍ଷତି

ବରଫକୁ ଚେହେରାରେ ଘସିଲେ କଣ ହୋଇଥାଏ ?ନ ଜାଣିବେ ତ ହୋଇପାରେ ବଡ଼ କ୍ଷତି।ଯୁବତୀ ମାନେ ବିଉଟି ଟିପ୍ସ କୁ ଅଧିକ ଦେଖିଥାନ୍ତି।

ଏପରି କ୍ଷେତ୍ରରେ ଆଜି ଆମେ ସୁନ୍ଦରତା ସହ ଜଡ଼ିତ କିଛି ଖବର ଜାଣିବା ଯାହା ଶୁଣି ଆପଣଙ୍କର ବି ହୋସ୍ ଉଡ଼ିଯିବ।ଅନେକ ଘରୋଇ ଉପଚାର ଲୋକେ ବ୍ୟବହାର କରିଥାନ୍ତି।ଏହି ଘରୋଇ ଉପଚାର ଏକ ଉପଚାର ହେଉଛି ବରଫର ଉପଚାର।ଆପଣ କେବେ ନା କେବେ ବରଫ ଆପଣଙ୍କ ଚର୍ମରେ ଲଗେଇଚନ୍ତି।ତେବେ ଆଜି ଆମେ ବରଫ ଜଡ଼ିତ କିଛି ଖବର ଆପଣଙ୍କୁ ଜଣେଇବୁ।

ଚେହେରାକୁ ବ୍ଲିଚ୍ କଲା ପରେ ସାଧାରଣତଃ ମୁହଁରେ ବରଫ ଘସା ଯାଇଥାଏ।ମୁଖ୍ୟ କଥା ଏହାକୁ ଏହାର କୌଣସି ସାଇଡ ଇଫେକେଟ୍ ନ ଥାଏ। ଯେଉଁଥି ପାଇଁ କି ଯୁବତୀ ମାନେ ଏହି ଟିପ୍ସ କୁ ବହୁତ୍ ମାନି ଥାନ୍ତି।

ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବୁ ଯାହା ଦ୍ଵାରା ଆପଣଙ୍କ ଚେହେରା ଚମକିବା ଆଜି ଆମେ ବରଫ ଘଷିବା ର କିଛି ଫାଇଦା ସମ୍ପର୍କରେ କହିବାକୁ ଯାଉଛୁ।ଏହା ଦ୍ବାରା ଆପଣ ନିଜକୁ ସୁନ୍ଦର୍ କରିପାରିବେ।ତେବେ ଏହାର ବ୍ୟବହାର କେବଳ ଝିଅ ମାନେ ହିଁ କରିପାରିବେ।

ଏହା ଝିଅ ଙ୍କ ସ୍କିନ୍ ପାଇଁ ବହୁତ୍ ଫାଇଦା ହେବ।ଯଦି ଆପଣଙ୍କର ଖରାପ୍ ତୋଚା ରହିଛି ତେବେ ଆପଣ ବାହାରକୁ କେଉଁଠି ଯିବା ଆବଶ୍ୟକ ନାହିଁ।କେବଳ ୫ ମିନିଟରେ ଆପଣ ସୁନ୍ଦର୍ ଆଉ ସୁସ୍ଥ ତ୍ଵଚା ପାଇପାରିବେ।କେବଳ ବରଫ ଘଷି ଆପଣଙ୍କ ତ୍ୱୋଚା କୁ ସତେଜ କରିପାରିବେ।

ଏହାକୁ ନିୟମିତ ବ୍ୟବହାର କରନ୍ତୁ ।ଆଉ ଆପଣ ନିଜ ଶରୀରକୁ ସୁନ୍ଦର୍ କରିପାରିବେ।

Leave a Reply

Your email address will not be published. Required fields are marked *