ରାଉଲକେଲା ପୁଅ ୭୧ ଦିନ ର ଯାତ୍ରା ପରେ ପହଞ୍ଚିଲେ ଦିଲ୍ଲୀ ରେ, ପ୍ରଧାନ ମନ୍ତ୍ରୀ ଙ୍କୁ ଜଣାଇଲେ ରାଉରକେଲା ର ବାର୍ତ୍ତା

ରାଉରକେଲା ର ପୁଅ ମୁକ୍ତିକାନ୍ତ ବିଶ୍ବାଳ ଦୀର୍ଘ ୭୧ ଦିନର ଯାତ୍ରା ସମ୍ପନ୍ନ ପରେ ଯାଇଁ ପହଂଚିଛନ୍ତି ଦିଲ୍ଲୀ ର ନିଜାମୁଦ୍ଦିନ ଠାରେ।

ଯିବାର ଉଦ୍ୟେଶ କେବଳ ଭାରତ ର ପ୍ରଧାନ ମନ୍ତ୍ରୀ ଙ୍କୁ ବାର୍ତ୍ତା ଦେବା ଯେ ରାଉଲକେଲା ରେ ନିକଟ ରେ ହୋଇଥିବା ସୁପର ସ୍ପେଶଲିଷ୍ଟ୍ ହସ୍ପିଟାଲ୍ ଓ ଦ୍ଵିତୀୟ ବ୍ରାହ୍ମଣୀ ସେତୁ।

ତେବେ ଦୀର୍ଘ ୭୧ ଦିନର କଷ୍ଟ ପରେ ସେ ପହଂଚିଛନ୍ତି ଦିଲ୍ଲୀ ରେ, ଏହାକୁ ନେଇ ବିଭିନ୍ନ ମହଲ ରୁ ତାଙ୍କୁ ପ୍ରଶଂସା ମଧ୍ୟ ମିଳିଛି।

ବିଭିନ୍ନ ଛାତ୍ରଛାତ୍ରୀ ମାନେ ମଧ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *