ଏହି ଗଛ ର ଗୋଟେ ପତ୍ର ଆଣି ଚୁପ୍ ଚାପ୍ ରଖିଦିଅନ୍ତୁ ନିଜ ଆଲମାରୀ ରେ

ସର୍ବପ୍ରଥମେ ଆପଣଙ୍କୁ ଓସ୍ତ ଗଛ ପାଖକୁ ଯିବାର ଅଛି।ଆଉ ତା ପରେ ଏହି ମନ୍ତ୍ରକୁ କହିବାର ଅଛି।
“ଓଁ ଶ୍ରୀ ଶ୍ରୀ ୟେ ନମ୍ଃ”
ଆଉ ସେହି ଗଛ ମୂଳରେ ଗୋଟେ ଦୀପ ଜଳେଇ ଦିଅନ୍ତୁ।ଆପଣ ତେଲର ଦୀପ ଜାଳି ପାରନ୍ତୁ କିମ୍ବା ଘିଅରେ ଯାଳନ୍ତୁ।

ଏହି ମନ୍ତ୍ରକୁ ଜପି ଜପି ଆପଣଙ୍କୁ ଗୋଟେ ସଫା ଓସ୍ତ ପତ୍ର ତୋଳିବାକୁ ପଡିବ।ଧ୍ୟାନ ରଖିବେ କି ଏହି ପତ୍ର ଛିଡି ନ ଥିବା ଦରକାର।ଅର୍ଥାତ୍ ପୁରା ସଫା ଥିବା ଦରକାର।

ଆଉ ଏହି କଥାର ଧ୍ୟାନ ରଖିଥିବେ କି ଏହି ପତ୍ର ତଳେ ନ ପଡ଼ିଥିବା ଦରକାର। ତା ପରେ ଏହି ପତ୍ରକୁ ଧୋଇ ତା ଉପରେ ଶ୍ରୀମ୍ ରଖନ୍ତୁ।ଶ୍ରୀମ୍ ମା ଲକ୍ଷ୍ମୀ ଙ୍କ ବିଜ ଯନ୍ତ୍ର ଅଟେ।ଯାହାକି ଶ୍ରୀ ଯନ୍ତ୍ରରେ ପ୍ରୟୋଗ କରାଯାଏ।

ଏହାକୁ ଆପଣ ନିଜ ପର୍ଶ ରେ ବି ରଖି ପାରିବେ କିମ୍ବା ସିନ୍ଦୁକରେ ବି ରଖିପାରିବେ।ଏଥି ଦ୍ବାରା ଆପଣଙ୍କୁ ଧନ ସମ୍ପତ୍ତିର ପ୍ରାପ୍ତି ହେବ।ଆଉ ଯଦି ଆପଣ ବେକରିଆ ଖର୍ଚ୍ଚରେ ଟଙ୍କା ଖର୍ଚ୍ଚ କରିଛନ୍ତି।ଆପଣଙ୍କ ଟଙ୍କା ସେଭିଂ ହୋଇ ରହିବ।ଏହା ସହ ଧନ ପ୍ରାପ୍ତିର ନୂଆ ମାର୍ଗ ଖୋଲିବାକୁ ଲାଗିବ।ଆପଣଙ୍କୁ ଏହି ପତ୍ର ସେ ପର୍ଯ୍ୟନ୍ତ ରଖିବାର ଅଛି ଯେ ପର୍ଯ୍ୟନ୍ତ ଏହା ଶୁଖି ନ ଯାଇଛି।

ଏହି ପତ୍ର ଆପଣଙ୍କ ଜୀବନରେ lucky charm କାମ କରିବ।ଏହି ପତ୍ର ଯେ ପର୍ଯ୍ୟନ୍ତ ଆପଣଙ୍କ ପାଖରେ ରହିବ ସେ ପର୍ଯ୍ୟନ୍ତ ଆପଣଙ୍କର ଲକି ଚାର୍ମ ର କାମ କରିବ।କିନ୍ତୁ ଏହି ପତ୍ର ଶୁଖିଗଲା ପରେ ଏହାକୁ ନଦୀ ଜଳରେ ଭସାଇ ଦିଅନ୍ତୁ।ଯଦି ଘର ପାଖାପାଖି କିଛି ନଦୀ ନାହିଁ ତେବେ ସେଠି ରଖିପାରିବେ ଯେଉଁ ଗଛ ପାଖରୁ ଆଣିଥିଲେ।କିନ୍ତୁ ଏହି ପତ୍ର ଆପଣଙ୍କୁ ଚୁପ୍ ଚାପ୍ ଯାଇ ରଖିବାର ଅଛି। ତା ପରେ ପୁଣି ଏହା ପ୍ରୟୋଗ କରି ପୁଣି ଏକ ପତ୍ର ଆଣି ରଖିପାରିବେ।

One Comment on “ଏହି ଗଛ ର ଗୋଟେ ପତ୍ର ଆଣି ଚୁପ୍ ଚାପ୍ ରଖିଦିଅନ୍ତୁ ନିଜ ଆଲମାରୀ ରେ”

Leave a Reply

Your email address will not be published. Required fields are marked *