ଏବେ ହିଁ ବାନ୍ଧନ୍ତୁ ଏହି ସ୍ୱତନ୍ତ୍ର ସୂତା,ସବୁ ଦୁର୍ଭାଗ୍ୟ ଯିବ ଦୂରେଇ

ଆଜି ଆମେ କଳା ସୁତାର ଦୁଇଟି ଉପାୟ ବିଷୟରେ ଜାଣିବା।ଏବଂ ଏହି ଦୁଇଟି ଉପାୟ ନିଶ୍ଚୟ ପ୍ରଭାବଶାଳୀ ଅଟେ।ଆମେ ଯାନିଚେ କଳା ରଙ୍ଗ ନକାରାତ୍ମକ ଉର୍ଯା ର ପ୍ରତୀକ ଭାବେ ବିଚାର କରାଯାଏ। ପରନ୍ତୁ ବେଳେ ବେଳେ କଳା ରଙ୍ଗ ଲାଭ ବି ଦେଇଥାଏ।ଆମର ଜ୍ୟୋତିଷ ଶାସ୍ତ୍ରରେ ଏପରି ବହୁତ୍ କଥା କୁହାଯାଇଛି ଯାହାକି କଳା ରଙ୍ଗ ସମ୍ବନ୍ଧିତ ଅଟେ।ଏହା ଆମପାଇଁ ଲାଭକାରୀ ବି ହୋଇଥାଏ।

ତେବେ ଆଜି ଆମେ ଦୁଇଟି ଉପାୟ ବିଷୟରେ ଜାଣିବା।

୧.କଳା ସୂତାକୁ ଶରୀରର କେଉଁ ଅଙ୍ଗରେ ଏବଂ କାହିଁକି ବନ୍ଧାଯାଏ।କଳା ସୂତା ସିଧା ଭାବରେ ପାଦରେ କିମ୍ବା ହାତରେ ବାନ୍ଧି ପାରିବେ।ସେ ଛୋଟ ପିଲା ହୋଇଥାନ୍ତି କିମ୍ବା ଯୁବକ ପ୍ରତେୟକ୍ ବ୍ୟକ୍ତିଙ୍କୁ କଳା ସୂତା ନିଶ୍ଚିନ୍ତ ବାନ୍ଧିବା ଉଚିତ୍।କାରଣ ଏହି ଛୋଟିଆ କଳା ସୂତା ଆମକୁ ଖରାପ୍ ନଜର କିମ୍ବା ଦୃଷ୍ଟି ଦୋଷରୁ ବଞ୍ଚେଇ ଥାଏ।ଆପଣ ଚାହିଁଲେ ମଧ୍ୟ ଏହାକୁ ଗଳାରେ ମଧ୍ୟ ଧାରଣ କରିପାରିବେ।ତେବେ ଏଥିରୁ କଣ ଫାଇଦା ମିଳିଥାଏ।ଯେତେବେଳେ କୌଣସି ନକାରାତ୍ମକ ବ୍ୟକ୍ତି କିମ୍ବା ଦୃଷ୍ଟି ଆମ ଉପରେ ନଜର ଦେଇଥାଏ ତେବେ ଦୃଷ୍ଟି ସେହି କଳା ସୂତାରେ କେନ୍ଦ୍ରିତ ହୋଇ ରହିଯାଇଥାୟେ।ଏବଂ ଆମେମାନେ ସୁରକ୍ଷିତ ରହିଯାଇଥାଉ।ନକାରାତ୍ମକ ଦୃଷ୍ଟିର ଆମ ଉପରେ କୌଣସି ଖରାପ୍ ପ୍ରଭାବ ପଡି ନ ଥାଏ।

୨.ଯଦି ଆପଣଙ୍କର ଧନ ସମସ୍ୟା ରହୁଚି ତେବେ ଦ୍ଵିତୀୟ ଉପାୟ ନିଶ୍ଚୟ କରନ୍ତୁ।ଯଦି ଆପଣ କାମ ସଂପୂର୍ଣ୍ଣ ସଚ୍ଚୋଟ ସହ କରୁଛନ୍ତି କିନ୍ତୁ ଆପଣଙ୍କ ଧନ ସେହି ପରିମାଣରେ ପ୍ରାପ୍ତି

ହୋଇ ପାରୁନାହିଁ ତେବେ ଥରୋଟେ ପାଇଁ ଏହି ଉପାୟ ଟି କରି ଦେଖନ୍ତୁ।ଏଥିରେ ଅଧିକ ଟଙ୍କା କିମ୍ବା ସମୟ ଖର୍ଚ୍ଚ ହୋଇ ନ ଥାଏ।ମାତ୍ର ୫ ମିନିଟ୍ ହିଁ ଲାଗିଥାଏ ଏହି ଉପାୟ ଟି କରିବାକୁ।ବଜାରରୁ କଳା ସୂତା ଆଣନ୍ତୁ ଯାହା ହାତରେ କିମ୍ବା ଛୋଟ ପିଲାଙ୍କ ଅଣ୍ଟାରେ ବନ୍ଧା ଯାଏ।ମଙ୍ଗଳବାର କିମ୍ବା ଶନିବାର ଏହି ସୂତାରେ ୯ ଟି ଗଣ୍ଠି ପକାଇ ହନୁମାନଙ୍କ ଡାହାଣ ପଟ ପାଦ ର ସିନ୍ଦୂର ଲଗେଇ ଦିଅନ୍ତୁ।ଏହାପରେ ଏହି ସୂତାକୁ ଆପଣ ଘରର ମୁଖ୍ୟ ଦ୍ଵାରରେ ବାନ୍ଧି ଦିଅନ୍ତୁ କିମ୍ବା ଆପଣଙ୍କ କ୍ୟାସ ବାକ୍ସ ରେ ମଧ୍ୟ ବାନ୍ଧି ପାରନ୍ତି।ଏବଂ ତା ପରେ କେତେ ଜଲଦି ଆପଣଙ୍କ ପରିଶ୍ରମର ଫଳ ମିଳୁଛି।କେବଳ ଏତିକି ନୁହେଁ ଆପଣଙ୍କ ଜୀବନର ନୂଆ ନୂଆ ରାସ୍ତା ମଧ୍ୟ ଖୋଲିଯାଉଛି।

Leave a Reply

Your email address will not be published. Required fields are marked *