ଯୁବକ ଙ୍କ ଅସାବଧାନତା ପାଇଁ ୧୧ କେଭି ବିଦ୍ୟୁତ୍‌ ନେଇଗଲା ଜୀବନ I

ବିଦ୍ୟୁତ ଆଘାତ ରେ ଜଣେ ଯୁବକ ଙ୍କ ଜୀବନ ଚାଲିଯାଇଛି I ଯୁବକ ଙ୍କ ନାମ ଅରବିନ୍ଦ ପରିଡ଼ା I ଘଟଣାଟି ବାଲେଶ୍ୱର ଜିଲ୍ଲା ଚୌମୁଖ ଗାଁ ର I ମିଳିଥିବା ଖବର ଅନୁଯାଇ ଆଜି ସକାଳେ ଏକ ଟ୍ରକ ରୁ କମ୍ପୋଷ୍ଟ ଖତ ବସ୍ତା କାଢୁଥିବା ସମୟରେ ଅସାବଧାନତା ଯୁବକ ଙ୍କର ହାତ ୧୧ କେଭି ବିଦ୍ୟୁତ୍‌ ତାର ରେ ଲାଗିଯାଇଥିଲା I ଘଟଣା ସ୍ଥଳରେ ଯୁବକ ଗୁରୁତର ପୋଡିହେଇଯାଇଥିଲେ I ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ରାସ୍ତାରେ ପ୍ରାଣବାୟୁ ଉଡିଯାଇଥିଲା I

Leave a Reply

Your email address will not be published. Required fields are marked *