ଶନିବାର ଦିନ କେଉଁ କାମ କଲେ ଶନିଦେବଙ୍କ ଅପାର କୃପା ମିଳିଥାଏ।

ଶନିଦେବଙ୍କୁ ନେଇ ଆମ ମନରେ ବହୁତ୍ ଭୟ ଥାଏ।ଲୋକେ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପୂଜା କରିଥାନ୍ତି।ଯଦି ଜାତକରେ ଶନିଦଶା ଥାଏ ତେବେ ଲୋକେ କେତେ ପୂଜା କରିଥାନ୍ତି।

ଶନିଙ୍କ କୃପା ପାଇବା ପାଇଁ କଣ କରିବ ଆସ ଜାଣିବା

ସୂର୍ଯ୍ୟାସ୍ତ ପରେ ଶନିବାର ଦିନ ଦକ୍ଷିଣ ଦିଗକୁ ମୁହଁ କରି ଘରେ କିମ୍ବା ମନ୍ଦିରରେ ଶନିଦେବଙ୍କୁ ସ୍ମରଣ କରି ରାଶି ତେଲରେ ଦୀପଟିଏ ଜାଳି ଦିଅନ୍ତୁ।

ଭଗଵାନ ଶନିଦେବ ଅତ୍ୟନ୍ତ ପ୍ରସନ୍ନ ହେବେ।

ଏହି ଦିନ ପୁରୁଣା ଡଙ୍ଗା ରୁ ଗୋଟେ କଣ୍ଟା ଆଣି ନିଜ ଘରର ଦୁଆର ମୁହଁରେ ଲଗାଇ ଦିଅନ୍ତୁ।ଏହା କଲେ ଶନି ଦେବଙ୍କ କୃପାଦୃଷ୍ଟି ମିଳିଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘୋଡାର ନାଲରେ ମୁଦି ତିଆରି କରି ହାତରେ ପିନ୍ଧିଲେ ଭଗଵାନ ଶନିଦେବଙ୍କ କୋପ ଦୃଷ୍ଟି କେବେବି ପଡି ନ ଥାଏ।ସବୁ ଶନିବାର ରେ ଶନିଦେବଙ୍କୁ ସ୍ମରଣ କରି ପୂଜା କରନ୍ତୁ।ନିହାତି ଆପଣ ଏହି ସବୁ ଜିନିଷ ମାନିଲେ ଶାନିଦେବ ଙ୍କ କୃପଦୃଷ୍ଟି ମଧ୍ୟ ବନି ରହିବ।

Leave a Reply

Your email address will not be published. Required fields are marked *