ବିଶ୍ୱ ସ୍ମାର୍ଟ ସିଟି ତାଲିକାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର

ବିଶ୍ୱ ସ୍ମାର୍ଟ ସିଟି ତାଲିକା ପ୍ରକାଶ ପାଇଛି ତେବେ ସବୁଠାରୁ ବଡ କଥା ହେଉଛି ବିଶ୍ୱର ୫୦ଟି ସ୍ମାର୍ଟ ସହର ମଧ୍ୟରେ ଆମ ରାଜଧାନୀ ଭୁବନେଶ୍ୱର ସ୍ଥାନ ପାଇଛି। ୫୦ଟି ସ୍ମାର୍ଟ ସହର ମଧ୍ୟରେ ପ୍ରଥମ ସ୍ଥାନ ଲଣ୍ଡନ ଅକ୍ତିଆର କରିଥିବା ବେଳେ ଭାରତରୁ ୫ଟି ସହର ସ୍ଥାନ ପାଇଛି I ସଦ୍ୟପ୍ରକାଶିତ ରିପୋର୍ଟ ଅନୁଯାଇ ରାଜଧାନୀ ଭୁବନେଶ୍ୱର ୩୪ତମ ସ୍ଥାନ ଦଖଲ କରିଛି Iଅନ୍ୟ ୫ଟି ସହର ମଧ୍ୟରେ ଦିଲ୍ଲୀ, ସୁରଟ, ଅହମ୍ମଦାବାଦ,ଏବଂ ପୁଣେ ରହିଛି।

Leave a Reply

Your email address will not be published. Required fields are marked *