BSNL ତରଫ ରୁ ଆଜି ରାଷ୍ଟ୍ର ର ପ୍ରଥମ ଟେଲି ଫୋନିକ୍ ସେବା ର ଆରମ୍ଭ କରାଯାଇଛି। ଯାହା ମାଧ୍ୟମ ରେ ଆପଣ ନିଜ ମୋବାଇଲ କିମ୍ବା WiFi ମାଧ୍ୟମ ରେ ଅନ୍ୟ ମୋବାଇଲ କୁ ମଧ୍ୟ କଲ୍ କରି ପାରିବେ।
ଏହା ଦ୍ବାରା ମୋବାଇଲ ଓ ଡାଟା ମଧ୍ୟ ରେ ଆଉ କୌଣସି ପାର୍ଥକ୍ୟ ରହିବ ନାହିଁ।
ଚଳିତ ସପ୍ତାହ ରୁ ଏହି ସେବା ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ ହେବ। ଏବିଁ ଜୁଲାଇ ୨୫ ପର ଠାରୁ ଏହି ସେବା ଗ୍ରାହକ ମାନଙ୍କ ପାଇଁ ଉପଲବ୍ଧ ହେବ।
କେତେ ଟଙ୍କା ପଡ଼ିବ
ବର୍ଷକୁ ୧୦୯୯ ଟଙ୍କା ଦେଇ ଏହି ସେବା ପାଇଁ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ। ଏବଂ ବର୍ଷ ସର ମାଗଣା ରେ ଅଡିଓ ଓ ଭିଡିଓ କଲ୍ କରି ପାରିବେ।
କିଭଳି କାମ କରିବା ଏହି ସେବା
ଏହି ସେବା କୁ ବ୍ୟବହାର କରିବାକୁ ଉଇଂସ୍ ନାମକ ଏକ ଆପ କୁ ଡାଉନଲୋଡ କରିବାକୁ ପଡ଼ିବ।
ଆପ ର ଏକ ସ୍ବତନ୍ତ୍ର ନମ୍ୱର୍ ରହିବ। ଏଵିଁ ସେହି ଆପ ଜରିଆ ରେ ଅଡିଓ ଓ ଭିଡିଓ କଲ୍ କରିହେବ।।ଏହା ଦ୍ବାରା ଯେ କୌଣସି ନମ୍ୱର୍ କୁ ମାଗଣା ରେ କଲ୍ କରିହେବ।
କିନ୍ତୁ ଭିଡିଓ କଲ୍ ପାଇଁ ଅନ୍ୟ ବ୍ୟବହାର କାରୀ ଙ୍କ ମଧ୍ୟ ଏହି ଆପ ଥିବା ଦରକାର।