ଟୁଥ୍ ପେଷ୍ଟ ରେ ଭଲ ହୋଇଯିବା ଭାତୁଡି: ଜାଣନ୍ତୁ କିପରି

ଆପଣଙ୍କ ଚର୍ମ ବା ବେକ ର ଚର୍ମ ଯେତେ ବି ସୁନ୍ଦର୍ ହେଇ ନ କାହିଁକି ଭତୁଡି ସର୍ବଦା ଏହାର ସୌନ୍ଦର୍ଯ୍ୟର ମାନ କମେଇ ଦେଇଥାଏ। ତେବେ ଆଜି ଆମେ ଜାଣିବା କିପରି ଭାବରେ ଟୁଥ୍ ପେଷ୍ଟ ମାଧ୍ୟମ ରେ କମେଇ ପାରିବେ ଭାତୁଡ଼ି କୁ।

କଣ କଣ ଦରକାର

୧. ଧଳା ଟୁଥ୍ ପେଷ୍ଟ ( ଧଳା ପେଷ୍ଟ୍ ରେ କମ୍ କ୍ଲୋରାଏଡ ଥାଏ)

୨. ବେକିଂ ସୋଡା

୩. କାଷ୍ଟଲ୍ ତେଲ

ପ୍ରଥମେ ଗୋଟେ ଚାମଚ୍ ରେ କିଛି ଧଳା ପେଷ୍ଟ ଗୋଟିଏ ପାତ୍ର ରେ ନିଅନ୍ତୁ

ଓ ଯେତିକି ପେଷ୍ଟ ନେଇଛନ୍ତି ସେତିକି ବେକିଙ୍ଗ ଶୋଡା ସେଥିରେ ମିଶାନ୍ତୁ।

ଏହା ପରେ କାଷ୍ଟାଲ୍ ତେଲ ରୁ ୫-୧୦ ବୁନ୍ଦା ପକାନ୍ତୁ ଓ ଏହାକୁ ଭଲ ଭାବରେ ମିଶାଇ ଏକ ପେଷ୍ଟ ବନେଇ ଦିଅନ୍ତୁ।

ଏହା ପରେ ଆପଣଙ୍କ ର ଯେଉଁଠି ବି ଭାତୁଡ଼ି ଅଛି ସେଠାରେ ଲଗେଇ ଦିଅନ୍ତୁ ଓ ୨-୩ ଘଣ୍ଟା ପାଇଁ ଛାଡ଼ି ଦିଅନ୍ତୁ। ଏହାର କୌଣସି ବି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ।

ଆପଣ ଚାହିଁଲେ ଏହାକୁ ପୁରା ରାତି ମଧ୍ୟ ଲଗେଇ ପାରିବେ। ଏବଂ ଏହି ପେଷ୍ଟ କୁ ଷ୍ଟୋର କରି ରଖି ମଧ୍ୟ ପାରିବେ। ଏହା ଖରାପ୍ ହେବ ନାହିଁ।

Leave a Reply

Your email address will not be published. Required fields are marked *