ଶାରୀରିକ ସମ୍ପର୍କ ସମ୍ପର୍କ ସମୟରେ ଯଦି ପୁରୁଷ ଭୋଗୁଥାନ୍ତି ଏହି ସବୁ ସମସ୍ୟା ତେବେ ଜାଣନ୍ତୁ ଏହାର ସହଜ ନିରାକରଣ

ସାଧାରଣତଃ ଅଧିକାଂଶ ପୁରୁଷ ଙ୍କ ବୈବାହିକ ଜୀବନରେ ଅଶାନ୍ତି ଭରିଯାଇଥାଏ ନିଜର ବୈବାହିକ ସମ୍ପର୍କ ପାଇଁ Iବୈବାହିକ ଜୀବନରେ ସମ୍ଭୋଗ ର ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି , କିଛି ଛୋଟ ଛୋଟ ଭୁଲ୍ ଯେମିତିକି ଧାତୁର ଶୀଘ୍ର ପତ୍ତନ ପରି ଏକ ସାମାନ୍ୟ ସମସ୍ୟା ପାଇଁ ବିବାହ ପରେ ସ୍ୱାମୀ ସ୍ତ୍ରୀ ଉଭୟ ନିଜର ଯୌନତୃପ୍ତି ପାଇ ପାରିନଥାନ୍ତି I ଆଜିର ଯୁବ ସମାଜ ପାଇଁ ଶୀଘ୍ର ପତ୍ତନ ଏକ ସାଧାରଣ ସମସ୍ୟା ହେବାରେ ଲାଗିଲାଣି I ଏଥିପାଇଁ ଉଭୟ ମାନସିକ ଅବସାଦ ରେ ରହିଥାନ୍ତି ହୁଏତ ବୈବାହିକ ସମ୍ପର୍କ ରେ ଫାଟ ମଧ୍ୟ ଆସିପାରେ Iତେବେ ପ୍ରାକୃତିକ ଉପାୟରେ ଏହାର ନିରାକରଣ କରାଯାଇପାରିବ I

ଯଦି ସମ୍ଭୋଗ ସମୟରେ ଶୀଘ୍ର ପତ୍ତନ ହେଉଥାଏ ତେବେ 1)ହସ୍ତମୈଥୁନ ପରି ଅଭ୍ୟାସ ଠାରୁ ପ୍ରଥମେ ନିଜକୁ ଦୁରେଇ ରଖନ୍ତୁ I 2) ନିଶାସେବନ ଏବଂ ଅତ୍ୟଧିକ ଉତ୍ତେଜନା ରୁ ନିଜକୁ ନିୟନ୍ତ୍ରଣ କରନ୍ତୁ I

ନିରାକରଣ ଉପାୟ :ପ୍ରତିଦିନ ଖାଦ୍ୟରେ ୨କୁଲା କଞ୍ଚା ରସୁଣ ସାମିଲ କରନ୍ତୁ 2) ରାତ୍ରିସମୟରେ ଉଷୁମଖୀର ରେ ହଳଦୀ ପକାଇ ପିଅନ୍ତୁ I 3) ଧଳା ମୁଷଳି ଚୁର୍ଣ୍ଣ ,ଗୁଳୁଚି ପାଳୁଅ ,ବାଇଡଙ୍କମଞ୍ଜି ,ଗୋଖରା ,ମିଶ୍ରି ,ଅଁଳା ,ଶିମୁଳିମୁଳ ,କୁ ଭଲଭାବରେ ଶୁଖାଇ ଚୁର୍ଣ୍ଣ କରି ସୁଦ୍ଧ ଗାଈ ଘିଅ ରେ ଭାଜି ପ୍ରତିଦିନ ଏକ ଚାମଚ ଖାଇବାଦ୍ୱାରା ମୂଳରୁ ଶୀଘ୍ର ପତ୍ତନ ପରି ରୋଗ ଦୂର ହେଇଥାଏ I

Leave a Reply

Your email address will not be published. Required fields are marked *