ଆସୁଛି ନୂଆ ୧୦୦ ଟଙ୍କିଆ ନୋଟ୍: ଜାଣନ୍ତୁ କଣ ହେବା ପୁରୁଣା ସହ

୫୦୦,୨୦୦,୫୦ ଓ ୨୦୦୦ ର ନୂଆ ନୋଟେ ପରେ ଏବେ ଆସୁଚି ନୂଆ ୧୦୦ ଟଙ୍କିଆ ନୋଟ୍।

ଏହି ନୂଆ ୧୦୦ ଟଙ୍କିଆ ନୋଟ୍ ର ରଙ୍ଗ ହେବା ବାଇଗଣୀ। ଏହି ନୋଟ୍ ର ପଛରେ ଗୁଜରାଟ ଏ ରାଣୀ ଙ୍କ ବଙ୍ଗଳା ର ଝଲକ ଦେଖିବାକୁ ମଧ୍ୟ ମିଳିବ।

ଆଉ ବାକି କଥା ରହିଲା ନୂଆ ନୋଟ୍ ଆସିଲା ପରେ ପୁରୁଣା ନୋଟ୍ ଚଳିବ ବା ନାହିଁ,

ଏଥି ପାଇଁ ଆଦୌ ବି ଚିନ୍ତିତ ହୁଅନ୍ତୁ ନାହିଁ। ନୂଆ ନୋଟ୍ ଆସିଲା ପରେ ମଧ୍ୟ ପୁରୁଣା ୧୦୦ ଟଙ୍କିଆ ନୋଟ୍ ଚଳିବ। କିନ୍ତୁ ପୁରୁଣା ୧୦୦ ଟଙ୍କିଆ ନୋଟ୍ କୁ ଆର ବି ଆଇ ଧିରେ ଧିରେ ନିଜ ପାଖରେ ରଖି ନେବ।

ଏହି ନୂଆ ୧୦୦ ଟଙ୍କିଆ ନୋଟ୍ ବର୍ତ୍ତମାନ ମହୀଶୂର ର ପ୍ରିଂଟିଂ ପ୍ରେସ ରେ ତିଆରି କରାଯାଉଛି। ଯେଉଁଠାରେ ପୂର୍ବରୁ ୨୦୦୦ ର ନୋଟ୍ ମଧ୍ୟ ପ୍ରିଣ୍ଟ ହେଉଥିଲା।

ଏହି ନୂଆଁ ୧୦୦ ଟଙ୍କିଆ ନୋଟ୍ ର ସାଇଜ ପୁରୁଣା ୧୦୦ ରୁ ଟିକେ କାମ ଓ ନୂଆ ୧୦ ନୋଟ୍ ରୁ ଟିକେ ବଡ ରହିବ।

ଆଶା କରାଯାଉଛି କି ଅଗଷ୍ଟ ମାସ ରୁ ଏହି ନୋଟ୍ ବଜାର କୁ ଆସିଯିବ। ବଜାର କୁ ଆସିଲା ପରେ ପୁରୁଣା ନୋଟ୍ ଚଳିବ ନାହିଁ ର ଗୁଜବ ରୁ ରକ୍ଷା ପାଇବା ପାଇଁ ଆମର ଏହି ପୋଷ୍ଟ କୁ ସେୟାର କରି ସମସ୍ତଙ୍କୁ ଜାଣନ୍ତୁ ଯେ ନୂଆ ନୋଟ୍ ଆସିଲା ପରେ ମଧ୍ୟ ପୁରୁଣା ନୋଟ୍ ବୈଧ ରହିବ।

Leave a Reply

Your email address will not be published. Required fields are marked *