ଓଡିଶା ମାଓବାଦୀଙ୍କ ହାତରେ ବିଦେଶୀ ‘ପେନ୍‌ ଗନ୍‌’

ଯୁଗ ଆଗେଇଲାଣି ,ଏବେ ସବୁ ନୂଆ କୌଶଳ ଅବଲମ୍ବନ କରି ଭାରତ ସମଗ୍ର ବିଶ୍ୱରେ ନିଜର ଦଗଦମା ଜାରି ରଖିଛି I କିନ୍ତୁ କୁହାଯାଏ ଆମେ ଯେତିକି ଆଗଉଛେ ଠିକ ସେତିକି ପଛାଉଛେ ,କାହିଁକିନା ଆମ ଭାରତ ଯେତେ ଆଗେଇବାରେ ଲାଗିଛି ମାଓବାଦୀ ବା ନକ୍ସଲ ମାନେ ସେହି ପରିମାଣରେ ଆଗେଇବାରେ ଲାଗିଛନ୍ତି I ଏବେ ଓଡିଶା ନକ୍ସଲ ମଧ୍ୟ ବହୁତ ଆଗେଇବାରେ ଲାଗିଲେଣି I ଉର୍ଣ୍ଣତ ଅସ୍ତ୍ର ଶସ୍ତ୍ର ବ୍ୟବହାର କଲେଣି I ବିଦେଶରେ ମିଳୁଥିବା ବହୁ ଦାମୀ ପେନ୍‌ ଗନ୍‌’ ଏବେ ଓଡିଶା ନକ୍ସଲ ମାନଙ୍କ ହାତରେ Iମାଲକାନଗିରିରେ ଚଢ଼ାଉ ସମୟରେ ଏପରି ନକ୍ସଲ ମାନଙ୍କ ଠାରୁ ଏପରି ପେନ୍‌ ଗନ୍‌’ମିଳିଛି I ଏହା ସାଧାରଣତଃ ଦେଖିବାକୁ ପେନ୍‌ ଭଳି ଏବଂ ଏଥିରେ ଏକ ରାଉଣ୍ଡ ଗୁଳି ରହିଥାଏ I ଏଥିରେ 15/20ମିଟର ଯାଏଁ ଲକ୍ଷ ଭେଦ କରାଯାଇପାରିବ I

Leave a Reply

Your email address will not be published. Required fields are marked *