୧୦୮ ରେ ବୁହା ଚାଲିଛି କାଠ ତିଆରି ଆସବାବପତ୍ର

ମାଲକାନଗିରି ସଦର ମହକୁମାରେ ୧୦୮ ଆମ୍ବୁଲାନ୍ସରେ ବୁହା ଚାଲିଛି କାଠ ତିଆରି ଆସବାବପତ୍ର ।

୧୦୮ ଆମ୍ବୁଲାନ୍ସରେ ବୁହାହେଲା କାଠ ନିର୍ମିତ ଆସବାବପତ୍ର ବୁହାହେବା ଘଟଣାରେ ରେ ଯେତେବେଳେ ସିଡିଏମଓ

ଙ୍କୁ ପଚରା ଯାଇଥିଲ ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ନିରାମୟ ଯେଜାନାର ଆସବାବପତ୍ର ବୋହୁଥିଲା ଆମ୍ବୁଲାନ୍ସ ।

ଏମଭି-୭୯ ସ୍ୱାସ୍ଥ୍ୟକେନ୍ଦ୍ରରୁ ମାଲକାନଗିରି ଆସିଥିଲା ।

ତେବେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନିଶ୍ଚିନ୍ତ ଭାବରେ ନିଆଯିବ ।

ଶ୍ରୀଯୁକ୍ତ ମହୋଦୟ କହିବା ଅନୁଯାୟୀ ଯାହା ସବୁ ଘଟିଥିଲା ତାହା ମହୋଦୟ ମାନଙ୍କ ଜାଣତରେ, ସରକାରୀ ଗାଡିକୁ ଘରୋଇ ବ୍ୟବହାର ବି ଉପଯୋଗୀ ।

Leave a Reply

Your email address will not be published. Required fields are marked *