ଆଜି ଶତାବ୍ଦୀ ର ସବୁଠୁ ବଡ଼ ଚନ୍ଦ୍ର ଗ୍ରହଣ : କଣ କରିବେ କଣ କରିବେ ନାହିଁ

 

 

ଆଜି ହେବାକୁ ଯାଉଛି ଏହି ଶତାବ୍ଦୀ ର ସବୁଠୁ ବଡ଼ ଚନ୍ଦ୍ର ଗ୍ରହଣ। ଏହା ରାତି ୧୧ ଟା ୫୪ ରୁ ଆରମ୍ଭ ହୋଇ ୩ ଟା ୪୯ ରେ ସରିବା। ଏହାକୁ ଖାଲି ଆଖି ରେ ମଧ୍ୟ ଦେଖି ହେବ। ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ରାତି ୧ ଟା ରୁ ଆରମ୍ଭ ହୋଇ ୨ ଟା ୪୩ ମିନିଟ୍ ପର୍ଯ୍ୟନ୍ତ ପ୍ରାୟ ୧ ଘଣ୍ଟା ୪୩ ମିନିଟ୍ ଧରି ଦେଖା ଯିବ।

ଏହି ସମୟରେ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ରକ୍ତ ବର୍ଣ୍ଣ ଧାରଣ କରିବ। ସୂର୍ଯ୍ୟ ଙ୍କ କେବଳ ନାଲି ଓ ନାରଙ୍ଗ ରଙ୍ଗ ର ଆଲୋକ ଚନ୍ଦ୍ର ରେ ପଡୁଥିବା ରୁ ଏହି ଭଳି ଦେଖା ଯିବ ବୋଲି ପଠାଣି ସାମନ୍ତ ପ୍ଲାନେୟୋରୀୟଂ ପକ୍ଷ ରୁ ସୂଚନା ଦିଆ ଯାଇଛି।

କଣ କରିବେ କଣ କରିବେ ନାହିଁ

ଗ୍ରହଣ ର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଅପରାହ୍ନ ୨ ଟା ୪୫ ମିନିଟ୍ ରୁ ଆପଣଙ୍କୁ ପାକ ତ୍ୟାଗ କରିବାକୁ ପଡିବ ଏବଂ ସମସ୍ୟା ଦେବ ନୀତି ମଧ୍ୟ ବନ୍ଦ ରହିବ ଏହି ସମୟ ରେ।
ଏହି ଗ୍ରହଣ ର ପୂର୍ଣ୍ଣ ଗ୍ରାସ ର ପରି ସମାପ୍ତି ପରେ ରାତି ୩ ଟା ୪୯ ମିନିଟ୍ ୩ ସେକେଣ୍ଡ ରେ ଗ୍ରହଣ ର ସର୍ବ ମୋକ୍ଷ ହେବ।

Leave a Reply

Your email address will not be published. Required fields are marked *