ସ୍ତ୍ରୀ ସକାଳୁ ଏହି କାମ କରିବା ଦ୍ୱାରା ସ୍ବାମୀଙ୍କୁୁ ମିଳିଥାଏ ଅପୂର୍ବ ସଫଳତା ଏବଂ ସୌଭାଗ୍ୟ

କୁହାଯାଏ ପ୍ରତ୍ୟକ ସଫଳ ପୁରୁଷ ପଛରେ ଜଣେ ସ୍ତ୍ରୀ ର ହାତ ଥାଏ ଏବଂ ସ୍ୱାମୀର ସଫଳତାରେ ସ୍ତ୍ରୀ ର ଅବଦାନ ଅଧିକ ଥାଏ I ସ୍ତ୍ରୀ ର ଧାର୍ମିକ କାର୍ଯ୍ୟ ଦ୍ୱାରା ସ୍ୱାମୀର ସଫଳତା ମିଳିଥାଏ I ସ୍ୱାମୀର ଲମ୍ବା ଆୟୁଷ ଏବଂ ସଫଳତା ପାଇଁ ସ୍ତ୍ରୀ ବାର ମାସରେ ତେର ପର୍ବ କରିଥାଏ I ତେବେ କିଛି ସ୍ୱାମୀଙ୍କର ଯେତେ ପରିଶ୍ରମ କଲେ ମଧ୍ୟ ରୋଜଗାର ଅଣ୍ଟି ନଥାଏ କି ସଫଳତା ପାଇନଥାନ୍ତି I ସବୁବେଳେ କେବଳ ଦୁଃଖ ଏବଂ ଦୁଃଖ ଲାଗିରହିଥାଏ I ତେବେ ସ୍ୱାମୀଙ୍କର ଏପରି ବିଫଳତା କୁ ସ୍ତ୍ରୀ ମାନେ ଏକ ଛୋଟିଆ କାମ ଦ୍ୱାରା ସଫଳତାରେ ବଦଳାଇଦେଇପାରିବେ I

ସକାଳୁ ଉଠିବା ପରେ ସ୍ତ୍ରୀ ନିଜର ନିତ୍ୟକର୍ମ ସାରି ଏକ ତମ୍ବା ପାତ୍ରରେ କିଛି ସୁଦ୍ଧ ପାଣି ନେଇ ସେଥିରେ ଅଳ୍ପ କିଛି ହଳଦୀ ମିଶାଇ ମା ଲକ୍ଷ୍ମୀ ଙ୍କ ନିକଟରେ ରଖନ୍ତୁ I ଏବଂ ଓଁ ମା ମହାଲକ୍ଷ୍ମୀ ନମସ୍ତୁତେ ମନ୍ତ୍ର କୁ ଅତି ଭକ୍ତିର ସହିତ ଜପ କରନ୍ତୁ I ପୂଜା ପରେ ଏହି ମନ୍ତ୍ରରେ ଅଭିମନ୍ତ୍ରିତ ଜଳକୁ ଘରର ମୁଖ୍ୟଦ୍ଵାରରେ ସିଞ୍ଚନ କରିଦିଅନ୍ତୁ I ଘରୁ ସମସ୍ତ ପ୍ରକାର ସମସ୍ୟା ଦୂର ହେବା ସହିତ ଘରକୁ ମା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ପ୍ରାପ୍ତ ହେଇଥାଏ I ଏବଂ ସ୍ୱାମୀଙ୍କୁ ସଫଳତା ଅତି ସହଜରେ ମିଳିଥାଏ I

One Comment on “ସ୍ତ୍ରୀ ସକାଳୁ ଏହି କାମ କରିବା ଦ୍ୱାରା ସ୍ବାମୀଙ୍କୁୁ ମିଳିଥାଏ ଅପୂର୍ବ ସଫଳତା ଏବଂ ସୌଭାଗ୍ୟ”

Leave a Reply

Your email address will not be published. Required fields are marked *