ଅଧା ରହିଗଲା ସ୍ବପ୍ନ :ପୋଲିସ ଚାକିରୀ ପାଇବା କୁ ଅଳ୍ପ ସମୟ ଥିଲା ଚାଲିଗଲା ଜୀବନ

ଛୋଟ ବେଳୁ ସ୍ବପ୍ନ ଥିଲା ପୋଲିସ ହେବେ ,ସେଥିପାଇଁ ଓଡିଶା ରେ ବାହାରିଥିବା କନେଷ୍ଟବଳ ପଦବୀ ପାଇଁ ଆବେଦନ କରିଥିଲେ I ଏବଂ ସମସ୍ତ ପ୍ରକ୍ରିୟା ରେ ସଫଳ ହେଇ ଶେଷ ପର୍ଯ୍ୟାୟ ପାଞ୍ଚ କିଲୋମିଟର ଦୌଡ ରେ ଚହଟା ଠାରୁ ଆରମ୍ଭ କରି ନରାଜ ଯିବା ବାଟରେ ଆଉ ଅଳ୍ପ ସମୟ ଥିବା ବେଳେ ଟଳିପଡିଥିଲେ ଯୁବକ I ବାସ ସେଇଠି ଚାଲିଯାଇଥିଲା ଜୀବନ I ଅଧାରେ ରହିଗଲା ପୋଲିସ ହେବାର ସ୍ବପ୍ନ I ଆଉ ମାତ୍ର ଅଳ୍ପ ମିଟର ବ୍ୟବଧାନ ରେ ପୋଲିସ ହେଇ ନିଜର ସ୍ବପ୍ନ ପୁରଣ କରିଥାନ୍ତେ କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା I ଯୁବକ ଙ୍କ ନାମ ସୁରେଶ ଚନ୍ଦ୍ର ପ୍ରଧାନ(୨୨) ଘର ଟକ ଜିଲ୍ଲା ନରସିଂହପୁର ଥାନା ନୁଖାପଡ଼ା I

Leave a Reply

Your email address will not be published. Required fields are marked *