ଏହି 5 ଜଣ ପିଲାଙ୍କ ପାଖରେ ଅଲୌକିକ ଶକ୍ତି ଅଛି ,ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ଦୁନିଆଟା ଭାରି ରହସ୍ୟମୟ I ବେଳେ ବେଳେ ଏମିତି କିଛି ରହସ୍ୟ ଦେଖିବାକୁ ମିଳେ ଯାହା ଆମେ ଆଖିରେ ଦେଖିଲେ ମଧ୍ୟ ବିଶ୍ୱାସ କରିପାରିନଥାଉ I ବେଳେବେଳେ ଏମିତି ହୂଏକି ଆମେ ଭାବିଥାଉ ଖାସ ଆମକୁ ମଧ୍ୟ କିଛି ସୁପର ପାୱାର ମିଳିଯାଆନ୍ତା କି I କିନ୍ତୁ ଆପଣ ଜାଣିଲେ ମଧ୍ୟ ଚକିତ ହେବେ ଯେ ପୃଥିବୀରେ ଏମିତି କିଛି ପିଲା ଅଛନ୍ତି ଯେଉଁମାନଙ୍କର ସୁପର ପାୱାର ଅଛି I 1) ନଙ୍ଗ ୟୁହି/କ୍ୟାଟବୟ:ଏହି ବାଳକ ଟି ପାଖରେ ଏମିତି ସୁପର ପାୱାର ଅଛିକି ୟେ ଘନ ଅନ୍ଧାର ଭିତରେ ଦେଖିପାରିଥାଏ I

ସାଧାରଣତଃ ଆମେ ରାତିରେ ଅନ୍ଧକାର ରେ ଦେଖିପାରିନଥାଉ କେବଳ ରାତ୍ରୀଚର ମାନେ ଦେଖିଥାନ୍ତି I କିନ୍ତୁ ଏହି ବାଳକ ରାତ୍ରିର ଅନ୍ଧକାର ରେ ଭଲ ଭାବରେ ଦେଖିପାରିଥାଏ I 2)ଟାନିସ ଅଭରହମ :ଏହି ବାଳକ ଜଣଙ୍କଆମେରିକା ରେ 11ବର୍ଷରେ ଗ୍ରାଜୁଏଟ ପାସ କରିଥିଲେ I

14 ବର୍ଷରେ ସ୍ନାତକ ସାରିବା ସହିତ ବିଦେଶୀ ଡିଗ୍ରୀ ହାସଲ କରିଥିଲେ I ମାତ୍ର ପାଞ୍ଚ ବର୍ଷ ବୟସରେ ଏହି ବାଳକ ମାଥମେଟିକସ ଡିଗ୍ରୀ ହାସଲ କରିଥିଲା I ମାତ୍ର 12 ବର୍ଷ ବୟସରେ ସୌରମଣ୍ଡଳ ବାହାରେ ଥିବା ଦୁଇଟି ଗ୍ରହ କୁ ଏହି ବାଳକ ଠାବ କରିବା ସହିତ ନାସାରେ ସାମିଲ ହେଇଥିଲା I 3)ଆରତ୍ ହୁସେନୀ :

ଇରାନ ର ଏହି ତିନିବର୍ଷର ବାଳକ ସ୍ପାଇଡର ବୟ ନାମରେ ଜଣାଶୁଣା I ଯେ କୌଣସି କାନ୍ଥରେ ସେ ଅତି ସହଜରେ ଚଢ଼ିପାରେ I 4)ହେ ଏଡ଼େ :ଚାଇନାରେ ଏହି ପାଞ୍ଚ ବର୍ଷର ବାଳକ ବିଶ୍ୱର ସବୁଠାରୁ କନିଷ୍ଠ ପାଇଲଟ ଭାବରେ ୱାର୍ଲଡ ରେକର୍ଡ କରିଛନ୍ତି I

ଜଣେ ପାଇଲଟ ହେବା ପାଇଁ ଅତି କମରେ 4/5 ବର୍ଷ ଟ୍ରେନିଂ ନେବାକୁ ଥିବାବେଳେ ଏହି କୁନି ବାଳକ ଜଣଙ୍କ ଖେଳନା ପରି ବିମାନ କୁ ଚଳାଇଥାନ୍ତି I 5) ଚୁମ୍ବକ ବାଳକ :

ଈଭାନ ସ୍ତୋଇଜ୍କୋଭି :ରୁଷିଆ ର ଏହି ବିସ୍ମୟ ବାଳକ କୁ ଚୁମ୍ବକ ବାଳକ ଭାବେ ଘୋଷଣା କରାଯାଇଛି I ଏହି ବାଳକ ଜଣଙ୍କ ନିଜ ଶକ୍ତି ମାଧ୍ୟମରେ ଯେ କୌଣସି ବସ୍ତୁ କୁ ନିଜ ଆଡକୁ ଟାଣି ଆଣିଥାଏ I

Leave a Reply

Your email address will not be published. Required fields are marked *