ଆଉ ନାହାନ୍ତି ଅଟଳ ବିହାରୀ ବାଜପେୟୀ

ବହୁ ଦିନ ଧରି ରୋଗ ରେ ପୀଡ଼ିତ ଥିବା ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ଆଜି ୯୩ ବର୍ଷ ବୟସ ରେ ମୃତ୍ୟୁ ଘଟିଛି। ତାଙ୍କର ମର ଶରୀର କୁ ଏମ୍ସ ରୁ ନିଆ ଯାଇଛି।

ତାଙ୍କର ମର ଶରୀର କୁ ତାଙ୍କ ବାସ ଭବନ କୁ ନିଆ ଯାଇଛି ଯେଉଁଠାରେ କି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯିବ।

ତାଙ୍କର ମୃତ୍ୟୁ ଉପରେ ଅନେକ ମହାନ୍ ବ୍ୟକ୍ତି ଓ ରାଜନେତା ମାନେ ଦୁଃଖ ପ୍ରକାଶ କରିଛନ୍ତି।

ଏହା ଉପରେ ରାହୁଲ ଗାନ୍ଧୀ ଟୁଇଟର ରେ ମନ୍ତବ୍ୟ ଦେଇଛନ୍ତି ଯେ ସେ ଜଣେ ମହାନ୍ ବ୍ୟକ୍ତି ଥିଲେ ଏବଂ ତାଙ୍କର ମୃତ୍ୟୁ ଆମ ଭାରତ ପାଇଁ ଏକ ବହୁତ୍ ବଡ଼ ଦୁର୍ଭାଗ୍ୟ। ସେ ଆମ ପୂର୍ବତନ ପ୍ରଧାନ ମନ୍ତ୍ରୀ ସହ ଅନେକ ଲୋକ ମାନେ ତାଙ୍କୁ ଭଲ ପାଉଥିଲେ।

ଅଟଳ ବିହାରୀ ବାଜପେୟୀ ୨୫ ଡିସେମ୍ବର ୧୯୨୪ ରେ ଜନ୍ମ ଗ୍ରହଣ କରିଥିଲେ। ସେ ପ୍ରଧାନ ମନ୍ତ୍ରୀ ଭାବରେ ୩ ଥର ଭାରତ ର ଭାର ନିଜ କାନ୍ଧରେ ନେଇଛନ୍ତି।

ଓଡ଼ିଶା exclusive ତରଫ ରୁ ଆମେ ବାଜପେୟୀ ଙ୍କ ସଦ୍ଗତି ନିମନ୍ତେ ପ୍ରାର୍ଥନା କରୁଛୁ।

Leave a Reply

Your email address will not be published. Required fields are marked *