ଆସିଲା Mi ର ନୂଆ ଫୋନ୍। ଆଜି ହେଲା ରିଲିଜ।ଜାଣନ୍ତୁ କେତେ ଟଙ୍କା ଆଉ କଣ ଫିଚର୍

ଭାରତ ର ନମ୍ବର ୧ ସ୍ମାର୍ଟ୍ ଫୋନ୍ ବ୍ରନ୍ଦ୍ ସାଓମୀ ଅଥବା ମି ଆଜି ୨୨ ଅଗଷ୍ଟ ରେ ଆଣିଛି ଆଉ ଏକ ନୂଆ ସ୍ମାର୍ଟ୍ ଫୋନ୍ ଓଡ଼ିଶା ର ବଜାର କୁ। ଯାହା କି ଅନେକ ନାମୀ ଦାମୀ ସ୍ମାର୍ଟ୍ ଫୋନ୍ ବ୍ରାଣ୍ଡ ୱାନ୍ ପ୍ଲସ ଓ ସାମ୍ ସଂଗ୍ କୁ କଡ଼ା ଟକର୍ ଦେବାକୁ ଯାଉଛି।

ଏହା ହେଉଛି ସାଓମି ର ପୋକ ଏଫ ୱାନ (POCO F 1)

ତେବେ ଆସନ୍ତୁ ଜାଣିବା ଏହି ଫୋନ୍ ର ଫିଚର୍ ବିଷୟରେ

୧- ଅତ୍ୟାଧୁନିକ ପ୍ରୋଷେସର (Snapdragon 845)

ଏହା ହେଉଛି ଆଜି ପର୍ଯ୍ୟନ୍ତ ଫୋନ୍ ପାଇଁ ବାହାରିଥିବା ପ୍ରୋଷେଶର ମଧ୍ୟରୁ ସର୍ବୋତ୍ତମ। ବର୍ତମାନ ସୁଦ୍ଧା ଏହା One plus 6 mobile and Samsung galaxy s9 ରେ ହିଁ ବ୍ୟବହୃତ ହେଉଛି। ଯେଉଁ ଫୋନ୍ ଗୁଡ଼ିକ ର ଟଙ୍କା ଯଥା କ୍ରମେ ୩୫,୦୦୦ ଏବଂ ୫୮୦୦୦.

ଏହି ପ୍ରୋସେଶର ପାଇଁ ଏହି ଫୋନ୍ ଆଦୋଉଁ ବି ସ୍ଲୋ ହେବ ନାହିଁ ଏବଂ ଏହା ସ୍ପିଡ ଟେଷ୍ଟ ରେ (Benchmark) iphone x କୁ ମଧ୍ୟ ପଛରେ ପକାଇ ଦେଇଛି।

୨- କ୍ୟାମେରା

କ୍ୟାମେରା ହେଉଛି ପ୍ରୋଷେସର୍ ପରେ ଅନ୍ୟ ଏକ ଜିନିଷ ଯାହାକୁ ଲୋକ ମାନେ ଅଧିକ ଦେଖିଥାନ୍ତି।

ଏହି ଫୋନ୍ ପଛରେ ୧୨ ମେଗା pixil ଏବଂ ୫ ମେଗା mixil ର କ୍ୟାମେରା ରହିଛି। ଯାହାକୁ AI ଉପରେ ଆଧାରିତ।

ଏହାର ଆଗରେ ରହିଛି ୨୦ ମେଗା pixil ର କ୍ୟାମେରା। ଯାହା କି ବହୁତ୍ ଭଲ ଫଟୋ ର ଅନୁଭୂତି ଦେବ।

୩- ବ୍ୟାଟେରୀ

ଏହି ଫୋନ୍ ଏହାର କମ୍ପିଟେସନ ରେ ଥିବା one plus 6 and Samsung galaxy s9 ଅପେକ୍ଷା ମଧ୍ୟ ଅଧିକ ବ୍ୟାଟେରୀ ଦେଉଚି।

ଯାହା କି ୪୦୦୦ mAh ର।

ଏହା ସହ ସହ ଅନ୍ୟାନ୍ୟ ଫିଚର୍ ଯଥା MIUI,POCO LAUNCHER ଇତ୍ୟାଦି ସୁବିଧା ମଧ୍ୟ ଉପଲବ୍ଧ ରହୁଛି।

ଟଙ୍କା ( କେତେ ଟଙ୍କା ପଡ଼ୁଚି ଏହି ଫୋନ୍)

ଏହି ଫୋନ୍ ଯାହା ଫିଚର୍ ଦେଉଛି ସେହି ସବୁ ଫିଚର୍ ଦେଉଥିବ ଫୋନ୍ ହେଉଛି iphone 10,one plus6 and Samsung galaxy s9.

କିନ୍ତୁ ଏହି ଫୋନ୍ ଟି ଏହି ସବୁ ଫୋନ୍ ଠୁ ଶସ୍ତା ରେ ଦେବାକୁ ଯାଉଛି ଏହି ଫୋନ୍।

ଫୋନ୍ ର ୬gb+୬୪gb ର ଟଙ୍କା ରହିଛି ମାତ୍ର ୨୦,୯୯୯.

ଏହା ସହ ପ୍ରଥମ ଦିନ ର ସେଲ୍ ରେ ଫୋନ୍ କିଣିଲେ ୧୦୦୦ ର ରିହାତି ମଧ୍ୟ ରହିଛି।

ଏହା ୨୯ ଅଗଷ୍ଟ ଠୁ Flipkart and mi ର ୱେବସାଇଟ ରେ ଉପଲବ୍ଧ ହେବ।

ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *