ଏହି 10ଟି ର ରକ୍ତ ପରୀକ୍ଷା ନିହାତି ଭାବରେ ନିୟମିତ ବ୍ୟବଧାନ ରେ କରାଇନିଅନ୍ତୁ ,

ସାଧାରଣତଃ ଯେତେବେଳେ ଆମ ଦେହ ଅସୁସ୍ଥ ହେଇଥାଏ ସେତେବେଳେ ଆମେ ହସ୍ପିଟାଲ ଯାଇଥାଉ ଏବଂ ଶରୀର ର ବିଭିର୍ଣ୍ଣ ପରୀକ୍ଷା କରାଇଥାଉ ଡାକ୍ତରଙ୍କ ପରାମର୍ଶ ଅନୁଯାଇ I ସେଥିମଧ୍ୟରୁ ପ୍ରଥମ ପରୀକ୍ଷା ହେଉଛି ରକ୍ତ ପରୀକ୍ଷା I ଏଥିରୁ ଶରୀର ର ଅଧିକାଂଶ ରୋଗ ବିଷୟରେ ଜଣା ପଡ଼ିଯାଇଥାଏ I ତେବେ ବେଳେବେଳେ ଏମିତି ହୂଏକି ଡାକ୍ତର ଙ୍କ ପାଖକୁ ଯିବାରେ ବହୁ ବିଳମ୍ବିତ ହେଇଯାଇଥାଏ ଯାହାଫଳରେ ସମସ୍ୟା ବଢ଼ିଯାଇଥାଏ I କିନ୍ତୁ ଯଦି ନିୟମିତ ବ୍ୟବଧାନ ରେ ଆପଣ ଶରୀର ର କେତୋଟି ନିର୍ଦ୍ଧିଷ୍ଟ ରକ୍ତ ପରୀକ୍ଷା କରାଇନେବେ ତେବେ ଆପଣଙ୍କୁ କୌଣସି ସମସ୍ୟା ଭୋଗ କରିବାକୁ ପଡ଼ିବନାହିଁ I

1)ହେମୋଗ୍ଲୋବିନ ପରୀକ୍ଷା 2)ହେପାଟାଇସ ବି 3)ଥାଇରଏଡ଼ହର୍ମୋନ 4) ରକ୍ତଶର୍କରା 5)ଲିପିଡ଼ ପ୍ରୋଫାଇଲ 6)ଇସିଜି 7)ମାମୋଗ୍ରାଫି 8)ବୋନ ଡେନେସିଟୋଏମଟ୍ରି 9)

ପ୍ରୋଟେଷ୍ଟ ସ୍ପେସିଫିକ ଆଣ୍ଟିଜେନ 10) ଏଚଆଇଭପରୀକ୍ଷା I ନିୟମିତ ବ୍ୟବଧାନ ରେ ଏହି ସବୁ ପରୀକ୍ଷା କରାଇନିଅନ୍ତୁ ,ଏହା ଦ୍ୱାରା ଆପଣଙ୍କୁ କୌଣସି ଗୁରୁତର ସମସ୍ୟା ଭୋଗ କରିବାକୁ ପଡିବ ନାହିଁ I

Leave a Reply

Your email address will not be published. Required fields are marked *