କଣ ଆପଣ ଶରୀର ରେ ଟାଟୁ (ଚିତା) କୁଟାଇବାକୁ ଭଲ ପାଉଛନ୍ତି କି ?ସାବଧାନ

ସାଧାରଣତଃ ଆଜିକାଲି ପୁରୁଷ ହେଉ କିମ୍ବା ମହିଳା ସମସ୍ତେ ଟାଟୁ କରିବାକୁ ପସନ୍ଦ କରିଥାନ୍ତି I ଏହା ଦ୍ୱାରା ବ୍ୟକ୍ତିର ବ୍ୟକ୍ତିତ୍ୱ ଆକର୍ଷିତ ଲାଗିବା ସହିତ ଏକ ଭିର୍ଣ୍ଣ ପ୍ରକାର ଷ୍ଟାଇଲିଶ ଲାଗିଥାଏ I ଆଜିର ଯୁବ ଗୋଷ୍ଠୀ ମାନଙ୍କର ପ୍ରଥମ ପସନ୍ଦ ଟାଟୁ I କିଏ କିଏ ନିଜ ନାମ ଲେଖିବାକୁ ପସନ୍ଦ କରନ୍ତି ତ ଅନ୍ୟ କିଏ ବିଭିର୍ଣ୍ଣ ଦେବାଦେବୀ ଙ୍କ ସହିତପ୍ରକୃତିର ଛବି ନିଜ ଶରୀର ରେ ଟାଟୁ କରିଥାନ୍ତି I ତେବେ ଶରୀର ରେ ଖୋଦେଇ କରି ଟାଟୁ କରିବାକୁ ଆଜିର ଯୁବ ପିଢିଙ୍କ ପ୍ରଥମ ପସନ୍ଦ I

କିନ୍ତୁ କଣ ଆପଣ ଜାଣିଛନ୍ତି କି ଶରୀର ରେ ଯେଉଁ ଟାଟୁ କରାଯାଇଥାଏ ଏହା ଦ୍ୱାରା ବ୍ୟବହୃତ କାଳି ର ରାସାୟନିକ ପଦାର୍ଥ ଶରୀର ମଧ୍ୟକୁ ପ୍ରବେଶ କରି ଶରୀର ପାଇଁ କ୍ଷତି କାରକ ହେଇଥାଏ I କେବଳ ଏତିକି ନୁହେଁ ଏହା ଦ୍ୱାରା ସଂକ୍ରମିତ ଏଡ୍ସ ହେବାର ମଧ୍ୟ ସମ୍ଭାବନା ରହିଥାଏ I କାହିଁକିନା ଟାଟୁ କୁଟା ଛୁଞ୍ଚି ଦ୍ୱାରା ଏଚଆଇଭ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ I

Leave a Reply

Your email address will not be published. Required fields are marked *