ଶରୀର ରେ ରକ୍ତ କମ୍ ହେବାର କାରଣ ଓ ରକ୍ତ ବଢାଇବାର ଘରୋଇ ଉପଚାର

ଶରୀର ରେ ରକ୍ତ ନ ହେବା ବା ରକ୍ତ କମ୍ ହେବା ଏକ ପ୍ରକାର ରୋଗ ଯାହାକୁ କି ଆନିମିଆ ମଧ୍ୟ କୁହାଯାଏ।

ଯଦି ଆପଣ ଶରୀର ରେ ରକ୍ତ ର ପରିମାଣ କମ୍ ଅଛି ତେବେ ଶରୀର ରେ ଆଇରନ ର ମାତ୍ର ବଢାଇ ହିମୋଗ୍ଲିବିଁ ର ମାତ୍ର ବଢାଇ ଯାଏ ପାରିବ ଯାହା ଫଳରେ ରକ୍ତ ର ଅଭାବ ରହିବ ନାହିଁ।

ଛୋଟ ଶିଶୁ ମାନଙ୍କ ରକ୍ତ ର କମ୍ ହେଲେ ଶାରୀରିକ ବିକାଶ ବାଧା ପ୍ରାପ୍ତ ହୋଇଥାଏ ଏବଂ ମହିଳା ମାନଙ୍କ କ୍ଷେତ୍ର ରେ ଋତୁସ୍ରାବ ରେ ଅସୁବିଧା ଦେଖା ଦେଇଥାଏ।

ରକ୍ତ କମ୍ ହେବାର କାରଣ କଣ?

୧- ଯଦି ଆପଣଙ୍କ କୌଣସି ଗମ୍ଭୀର ରୋଗ ଅଛି ତାହେଲେ ଏହି କାରଣ ରୁ ରକ୍ତ ତିଆରି ହେବା ରେ ବାଧା ପ୍ରାପ୍ତ ହୋଇଥାଏ।

୨- ଆପଣକଂ ଖାଦ୍ୟ ରେ ପୋଷାକ ତତ୍ଵ ର ଅଭାବ ରହିବା।

୩- କୌଣସି କାରଣ ରୁ ଶରୀର ରୁ ଅଧିକ ରକ୍ତ ବାହାରିଯିବ ଫଳରେ ରକ୍ତ ର ଅଭାବ ହେବ।

୪- ଯଦି ଆପଣଙ୍କ ପେଟ ରେ କୌଣସି ଇନ ଫେକ୍ସନ୍ ହୋଇଛି ସେଥି ପାଇଁ ମଧ୍ୟ ରକ୍ତ ର ଅଭାବ ଦେଖାଯାଏ।

ରକ୍ତ କମ୍ ହେବାର ଲକ୍ଷଣ କଣ ସବୁ?

୧- ଶରୀର ର ରଙ୍ଗ ଧଳା ପଡ଼ିଯାଏ।

୨- ଶରୀର ଦୁର୍ବଳ ଲାଗେ।

୩- ଭୋକ ନ ଲାଗିବ ବା ଖାଇବାକୁ କମ୍ ଇଚ୍ଛା ହେବା।

ରକ୍ତ ବଢ଼ାଇବା ପାଇଁ ଘରୋଇ ଉପାୟ

୧- ଏକ ଗ୍ଲାସ୍ ସିକନ୍ଦର ରସ ରେ ଏକ ଚାମଚ୍ ମହୁ ମିଶାଇ ପୀଆନ୍ତୁ।

2- ବାଦାମ ଓ ଗୁଡ଼ କୁ ମିଶାଇ ସେବନ କରନ୍ତୁ ଏହା ଦ୍ଵାରା ଶରୀର କୁ ପ୍ରଚୁର ମାତ୍ର ରେ ଆୟୋଡିଁନ୍ ମିଳିଥାଏ।

3- ପ୍ରଚୁର ମାତ୍ର ରେ ପାଳଙ୍ଗ ଖାଆନ୍ତୁ।

୪- ମହୁ ସହ ଲେମ୍ବୁ ମିଶାଇ ସେବନ କଲେ ମଧ୍ୟ ଭଲ ଫଳ ମିଳିଥାଏ।

5- ଯେତେ ବେଶୀ ସମ୍ଭବ ଫଳ ଖାଆନ୍ତୁ।

୬- ସବୁଜ ପନିପରିବା ଖାଆନ୍ତୁ।

Leave a Reply

Your email address will not be published. Required fields are marked *