ଝିଅସାଥି ନଥିବା ର ଫାଇଦା

ଯେବେ ପ୍ରାୟ ସମସ୍ତେ ୧୫ ବର୍ଷ ରୁ ଅଧିକ ହୁଅନ୍ତି ପ୍ରାକୃତିକ ଭାବରେ କାହା ନା କାହା ଆଡ଼କୁ ଆକର୍ଷିତ ହୋଇଯାଆନ୍ତି।

ଆଉ ବହୁତ୍ ମଧ୍ୟ ନିଜର ଗାର୍ଲ୍ ଫ୍ରେଣ୍ଡ୍ ନଥିବା ନେଇ ଚିନ୍ତା ରେ ପଡି ଯାନ୍ତି କାହିଁକି ନା ତାଙ୍କ ସାଙ୍ଗ ମାନଙ୍କ ପାଖରେ ଥାଏ ଗାର୍ଲ୍ ଫ୍ରେଣ୍ଡ୍। କିନ୍ତୁ ଏହି ଗାର୍ଲ୍ ଫ୍ରେଣ୍ଡ୍ ଥିଲେ ବହୁତ୍ ଚିନ୍ତା ରେ ରୁହନ୍ତି ସେମାନେ ତେବେ ଆମେ ଆଜି ଜାଣିବା ଗାର୍ଲ୍ ଫ୍ରେଣ୍ଡ୍ ନଥିବା ର କିଛି ଫାଇଦା ବିଷୟରେ।

୧- ନିଷ୍ପତି ନେବାରେ ସ୍ୱତନ୍ତ୍ରତା:-

ଯଦି ଆପଣଙ୍କ ଗାର୍ଲ୍ ଫ୍ରେଣ୍ଡ୍ ନାହି ତେବେ ଆପଣ ନିଜ ଜୀବନର ନିଷ୍ପତି ଗୁଡ଼ିକ ନିଜେ ନେଇ ପାରିବେ କିନ୍ତୁ ଯଦି ଗାର୍ଲ୍ ଫ୍ରେଣ୍ଡ୍ ଥାଏ ତାକୁ ପଚାରିବାକୁ ପଡେ।

୨- ସମୟ ର ସଦୁପଯୋଗ:-

ଆପଣକଂ ଗାର୍ଲ୍ ଫ୍ରେଣ୍ଡ୍ ନାହି ମାନେ ଆପଣ ହୁଏତ ଫୋନ୍ ରେ ଗପିବା ବା ଚାତିଂ କରିବା ରେ ସମୟ ଦୁରୁପଯୋଗ କରୁନଥିବେ।

ଆପଣ ସେହି ସମୟରେ ନିଜ ପାଇଁ କିଛି କାମ କରିପାରିବେ। ନିଜ ଭବିଷ୍ୟତ ପାଇଁ ପ୍ଲାନ୍ କରି ପାରିବେ। ପାଠ ପଢି ପାରିବେ। ଇତ୍ୟାଦି ବହୁତ୍ କିଛି କରି ପାରିବେ। କାହିଁକି ନିଜର ଅମୂଲ୍ୟ ସମୟ କାହା ପାଇଁ ନଷ୍ଟ କରିବେ ଯିଏ କାଲି ତୁମ ସହ ରହିବ କି ନାହିଁ ବି ଠିକ୍ ନାହିଁ।

୩- ଘର ଲୋକ ଙ୍କ ମିଛ କହିବାକୁ ପଡେ ନାହିଁ:-

ଯଦି ଆପଣକଂ ଗାର୍ଲ୍ ଫ୍ରେଣ୍ଡ୍ ଥାଏ ତେବେ ଆପଣଙ୍କୁ ସବୁବେଳେ ମିଛ କହିବାକୁ ପଡେ ଘର ଲୋକଙ୍କୁ, ଯେଉଁ ମାନେ କି ସତରେ ତୁମର ଭଲ ଚାହାନ୍ତି।

ହୁଏତ ସେହି ଗାର୍ଲ୍ ଫ୍ରେଣ୍ଡ୍ କାଲି ତୁମକୁ ବଦନାମ୍ କରି ଚାଲି ଯାଇପାରେ କିନ୍ତୁ ଘର ଲୋକ ମାନେ କେବେ ତୁମକୁ ଏକାକୀ ହେବାକୁ ଦେବେ ନାହି। ତେଣୁ ଜଣେ କ୍ଷଣ ସ୍ଥାୟୀ ମଣିଷ ପାଇଁ ନିଜ ଘର ଲୋକଙ୍କୁ ମିଛ କହିବାକୁ ଆପଣଙ୍କୁ ପଡିବ ନାହିଁ।

୪- ଟଙ୍କା ର ସେଭିଂ

ଏହାତ ସମସ୍ତେ ସହମତ ଯେ ଯେବେ କେହି ଗାର୍ଲ୍ ଫ୍ରେଣ୍ଡ୍ କରେ ତେବେ ଅନାବଶ୍ୟକ ଖର୍ଚ୍ଚ ବହୁତ୍ ବଢିଯାଏ।

ତେଣୁ ଗାର୍ଲ୍ ଫ୍ରେଣ୍ଡ୍ ନ ହେବା ଫଳରେ ଅନାବଶ୍ୟକ ଖର୍ଚ୍ଚ ଆପଣଙ୍କ ର ବହୁତ୍ ବଞ୍ଚି ଯାଏ।

୫- ଘରେ ସମ୍ମାନ ରୁହେ

ଯେତେବେଳେ ଆପଣକଂ ଗାର୍ଲ୍ ଫ୍ରେଣ୍ଡ୍ ଥାଏ ଆପଣ ବେଶୀ

ସମୟ ତାକୁ ଦେଇ ଦିଅନ୍ତି ଯାହା ଫଳରେ କି ନିଜ ଘର ଲୋକଙ୍କୁ ବେଶୀ ସମୟ ଦେଇ ପାରନ୍ତି ନାହି। ଯାହା ଫଳରେ କୁ ଘରେ ଆପଣଙ୍କ ଉପରକୁ ଚିଡି ମଧ୍ୟ ଯାନ୍ତି ଏବଂ ଘରେ ଖରାପ୍ ଏମ୍ପ୍ରେସନ୍ ମଧ୍ୟ ହୋଇଥାଏ।

Leave a Reply

Your email address will not be published. Required fields are marked *