ସାମ୍ପୁ ସହ ମିଶାଇ ରଖନ୍ତୁ ଏହି ଗୋଟେ ଜିନିଷ: ଚୁଟି ଝଡିବାରୁ ମିଳିବ ମୁକ୍ତି

ଆଜିକାଲି ଚୁଟି ଝଡ଼ିବା କାରଣରୁ ବହୁତ୍ ଲୋକ ଚିନ୍ତିତ ରହୁଛନ୍ତି।ସେଥିପାଇଁ ସେମାନେ ବହୁତ୍ ସାରା ଜିନିଷ ବ୍ୟବହାର କରନ୍ତି ଯାହାଦ୍ଵାରା ଚୁଟି ଆହୁରି ଅଧିକ ଝଡ଼ିଥାଏ।ଚୁଟି ଧଳା ହେବା,ଚୁଟି ଝଡ଼ିବା କିମ୍ବା ରୁପି ହୋଇଯିବା କାରଣରୁ ବହୁତ୍ ଲୋକ ଚିନ୍ତିତ ରହୁଛନ୍ତି।

ଆଜି ଆମେ ଏହି ଉପାୟ ବିଷୟରେ ଜାଣିବା।ଆପଣ ଚୁଟିର ସବୁ ସମସ୍ୟାରୁ ଦୂରେଇ ଯିବା ପାଇଁ ଏହି ଉପାୟ କୁ କରନ୍ତୁ।ଏଥିପାଇଁ ଆପଣ ସାମ୍ପୂରେ ଚିନି ମିଶାଇବାର ଅଛି।ଚିନି ଆପଣଙ୍କୁ ସହଜରେ ନିଜ ଘରେ ମିଳିଯିବ।ଯେବେ ବି ଆପଣ ସାମ୍ପୂରେ ଚୁଟିକୁ ଧୋଇବେ ଏହି ପ୍ରକାର ହିଁ ଧୋଇବେ।ବେଶୀ ଚିନି ମିଶାଇବାର ନାହିଁ।ଆପଣ ଗୋଟେ ସାମ୍ପୂ ବୋତଲରେ ଚିନି ମିଶାଇ ରଖି ପାରିବେ।

ଏହା ଦ୍ବାରା ଆପଣଙ୍କୁ ଅଧିକ ଫାଇଦା ମିଳିବ।କାରଣ ଚିନି ଚୁଟିର ଉଚିତ୍ ପୋଷଣ ଦେଇଥାଏ।ଯେବେ ବି ଆପଣ ଚିନି ମିଶାଇ ସାମ୍ପୂ ଲଗେଇବେ ଆପଣଙ୍କୁ ବହୁତ୍ ଫାଇଦା ମିଳିଥାଏ।ଯେପରି dead skin କୁ ବାହାର କରିଦିଏ।ଯାହା ଦ୍ବାରା ଆପଣଙ୍କ ଚୁଟି ର ବହୁତ୍ ଉପକାର ହୋଇଥାଏ।ସାମ୍ପୂରେ ଆମ ସ୍କିନରେ ବହୁତ୍ ପ୍ରକାର ସମସ୍ୟା ଦେଖାଯାଇଥାଏ।ଯଦି ଆପଣ ଗୋଟେ ଥର ବ୍ୟବହାରରେ ସାମ୍ପୂରେ ଗୋଟେ ଚାମଚ୍ ଚିନି ମିଶାଇ ଲଗାନ୍ତି ଆପଣଙ୍କ ସମସ୍ୟା ଶୀଘ୍ର ଦୁର ହୋଇଯିବ।କିନ୍ତୁ ଆପଣ ଧ୍ୟାନ ରଖିବେ ପ୍ରତିଦିନ ଚୁଟିକୁ ଧୋଇବେ ନାହିଁ।କେବଳ ସପ୍ତାହରେ ଦୁଇ କିମ୍ବା ତିନି ଥର ଧୋଇବେ।

Leave a Reply

Your email address will not be published. Required fields are marked *