ଖାଲି ପେଟ ରେ ରସୁଣ ଖାଇଲେ କଣ ହୋଇଥାଏ

ସୁସ୍ଥ ରହିବା ପାଇଁ ସବୁବେଳେ ନାମୀ ଦାମୀ ଔଷଧ ବା ପାଉଡର ର ସରକାରୀ ହୁଏ ନାହିଁ। ଆମ ରୋଷେଇ ଘରେ ମଧ୍ୟ ରହିଛି ଏପରି କିଛି ଜିନିଷ ଯାହାକୁ ବ୍ୟବହାର କରି ଆପଣ ରହି ପାରିବେ ସୁସ୍ଥ।

ଏହା ମଧ୍ୟରୁ ଗୋଟିଏ ହେଉଛି ରସୁଣ। କିନ୍ତୁ ଯେପରି ଭାବରେ ରସୁଣ ତରକାରୀ ର ସ୍ଵାଦ ବଢାଇ ଥାଏ ସେହିପରି ଭାବରେ ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଏହା ବହୁତ୍ ଉପଯୋଗୀ ହୋଇଥାଏ।

ଆୟୁର୍ବେଦ ରେ ରସୁଣ କୁ ଔଷଧ ଭାବରେ ନିଆ ଯାଇଛି। ରସୁଣ ଆଣ୍ଟି ବାୟୋଟିକ୍ ଭାବରେ ମଧ୍ୟ କାମ କରିଥାଏ।

ତେଣୁ ରସୁଣ କୁ ସବୁଦିନ ନିଜ ଖାଦ୍ୟ ରେ ସାମିଲ୍ କରିବା ଉଚିତ୍ ଏବଂ ଏହା ସହ ସବୁଦିନ ସକାଳେ ରସୁଣ ଖାଇବ ଦ୍ଵାରା ଚମତ୍କାରି ଫାଇଦା ମିଳିଥାଏ ।

୧- ସବୁଦିନ ସକାଳେ ଖାଲି ପେଟ ରେ ରସୁଣ ଖାଇବ ଦ୍ଵାରା ହୃଦୟ ଜନିତ ସମସ୍ତ ରୋଗ ଭଲ ହୋଇଯାଇଥାଏ।

୨- ରସୁଣ ସହିତ ମହୁ ମିଶାଇ ସେବନ କରିବା ଦ୍ଵାରା ଧମନୀ ରେ ଜମିଥିବା କୋଲେଷ୍ଟ୍ରୋଲ୍ ମଧ୍ୟ ଦୂର ହୋଇଯାଇଥାଏ। ଯାହା ଫଳରେ ହୃଦ୍ ଘାଟ ର ସମସ୍ୟା ଦୂର ହୋଇଯାଇଥାଏ।

୩- ରସୁଣ ସବୁଦିନ ଖାଇବା ଦ୍ବାରା ରକ୍ତ ସଞ୍ଚାଳନ ନିୟମିତ ହୋଇଥାଏ। ଉଛ ରକ୍ତ ଚାପ ଥିବା ଲୋକ ମାନେ ନିୟମିତ ରସୁଣ ସେବନ କରିବା ଉଚିତ୍।

୪- ଡାଇରିଆ ଓ କଵବ୍ଯ ପାଇଁ ରସୁଣ ବହୁତ୍ ଫାଇଦା ଦେଇଥାଏ। ଏଥିପାଇଁ ପାଇଁ ରେ ରସୁଣ ପକାଇ ସିଝାଇ ଦିଅନ୍ତୁ। ଏବଂ ପାଣି କୁ ଛାଣି ପିଆଂତୁ।

Leave a Reply

Your email address will not be published. Required fields are marked *