ଜିଓ ର ନୂଆ ଅଫର କ୍ୟାଡ୍‌ବରି ଡ଼ାଇରୀ ମିଲ୍‌କ୍‌ ଚକ୍‌ଲେଟ୍‌ କିଣିଲେ ମାଗଣା ମିଳିବ ୪ଜି ର ୧ଜିବି ଡାଟା

ଟେଲିକମ ଜଗତରେ ବିପ୍ଳବ ସୃଷ୍ଟି କରିଥିବା ଜିଓ ନିଜର ଦ୍ୱିତୀୟ ବାର୍ଷିକୀ ପାଳନ ଉପଲକ୍ଷେ ଉପଭୋକ୍ତା ମାନଙ୍କ ପାଇଁ ଆଣିଛି ଏକ ଜବରଦସ୍ତ ଅଫର I କ୍ୟାଡ୍‌ବରି ଡ଼ାଇରୀ ମିଲ୍‌କ୍‌ ଚକ୍‌ଲେଟ୍‌ ସହିତ ମିଳିତ ଭାବରେ ଏହି ଅଫର ର ଘୋଷଣା କରାଯାଇଛି I ଯେ କୌଣସି ଜିଓ ୟୁଜର ଯଦି କ୍ୟାଡ୍‌ବରି ଡ଼ାଇରୀ ମିଲ୍‌କ୍‌ ଚକ୍‌ଲେଟ୍‌ ର କୌଣସି ବି ଚକଲେଟ କିଣୁଛନ୍ତି ତେବେ ସେହି ଚକଲେଟ ର ରାପର କୁ ଆପଣଙ୍କ ଜିଓ ଆପ୍ପ ରେ ଅପ୍ଲୋଡ କରିବା ପରେ ଆପଣଙ୍କୁ ସଙ୍ଗେ ସଙ୍ଗେ ଏକ ଜିବି 4ଜି ର ଡାଟା ମିଳିଯିବ I

ଏହା ସମସ୍ତ ପ୍ରକାର କ୍ୟାଡ୍‌ବରି ଡ଼ାଇରୀ ମିଲ୍‌କ୍‌ ଚକ୍‌ଲେଟ୍‌ ଉପରେ ଆପଣ ପାଇପାରିବେ I 5ଟଙ୍କିଆ ଚକଲେଟ ରୁ ଆରମ୍ଭ କରି 10ଟଙ୍କିଆ ପର୍ଯ୍ୟନ୍ତ I ଏହା ସହିତ ଖୁବ ଶୀଘ୍ର ଆପଣଙ୍କ ମାଗଣା ବଳକା ଡାଟା କୁ ଅନ୍ୟକୁ ଟ୍ରାନ୍ସଫର କରିପାରିବେ I ଏନେଇ ଖୁବ ଶୀଘ୍ର ଜିଓ ନୂତନ ପଦ୍ଧତି ଅବଲମ୍ବନ କରୁଛି I

Leave a Reply

Your email address will not be published. Required fields are marked *