ବଜାର ରେ ବୁଲିଲା ବିଜେଡି଼ ନେତା ତଥା ପୂର୍ବତନ ବିଧାୟକ ଙ୍କ ସେକ୍ସ ଭିଡିଓ

ନେତା ମାନେ ଅନ୍ୟମାନଙ୍କର ଆଦର୍ଶ I କିନ୍ତୁ ଯେତେବେଳେ ନେତା ଯୌନ କେଳେଙ୍କାରୀ ପରି ଘଟଣା ରେ ଲିପ୍ତ ହୁଏ ସେତେବେଳେ ଅନ୍ୟମାନେ ଏତେ ସହଜ ରେ ବିଶ୍ୱାସ କରିପାରନ୍ତି ନାହିଁ ଏ ଘଟଣା କୁ I କିନ୍ତୁ ଏମିତି ଏକ ଘଟଣା ଘଟିଛି ଫୁଲବାଣୀରେ I ଫୁଲବାଣୀର ପୂର୍ବତନ ବିଧାୟକ ତଥା ସାଶକ ଦଳର ଜଣେ ପରିଚିତ ନେତା ଙ୍କ ନାମରେ ଆସିଛି ସଂଗୀନ ଅଭିଯୋଗ I ଖାଲି ଅଭିଯୋଗ ନୁହେଁ ପୂର୍ବତନ ବିଧାୟକ ଙ୍କର ଯୌନ କେଳେଙ୍କାରୀ ର ଭିଡିଓ ଏବେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଚି I

ସେ ହେଉଛନ୍ତି ଦେବେନ୍ଦ୍ର କହଁର I ଭିଡିଓ ରେ ଦେବେନ୍ଦ୍ର ଜଣେ ଝିଅ ଙ୍କ ସହିତ ଯୌନ କେଳେଙ୍କାରୀ ରେ ଲିପ୍ତ ଥିବା ବେଳେ ତାହା ସର୍ବସାଧାରଣ ରେ ଭାଇରଲ ହେଇଯାଇଛି I ତେବେ ଦେବେନ୍ଦ୍ର ପୂର୍ବରୁ ବିବାହିତ ଏବଂ ଏ ଝିଅ ଜଣଙ୍କ କିଏ ବୋଲି ସବୁଆଡେ ଚର୍ଚ୍ଚା I

ତେବେ ଏହା ପୂର୍ବରୁ ମଧ୍ୟ ଦେବେନ୍ଦ୍ର ଙ୍କ ନାମରେ ସଂଗୀନ ଅଭିଯୋଗ ଆସିଥିଲା କି ସେ ଜଣେ ଯୁବତୀଙ୍କୁ ସେକ୍ସ କରିବାକୁ ବାଧ୍ୟ କରିଥିଲେ ଏବଂ ହଇରାଣ କରୁଥିଲେ ,ଏନେଇ ଅଭିଯୋଗ ହେଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ I ଏବେ ପୁଣି ୟା ପରେ ଦେବେନ୍ଦ୍ର ଙ୍କର ଯୌନ କେଳେଙ୍କାରୀ ର ଭିଡିଓ ଘୁରିବୁଲିଲାଣି I ଏବେ ଦେଖିବାର ଅଛି ୟା ପରେ ଦେବେନ୍ଦ୍ର ଙ୍କୁ ଗିରଫ କରାଯାଉଛି କି ନାହିଁ I

Leave a Reply

Your email address will not be published. Required fields are marked *