ଟ୍ରାଫିକ ପୋଲିସ ଙ୍କୁ ମଡେଲ ଙ୍କ ଅଫର :ମତେ ଛାଡିଦେଲେ ରାତିରେ ତମ ସହିତ ମୁଁ ସେକ୍ସ କରିବାକୁ ରାଜି

ରୁଷର ଜଣେ ମଡେଲ ନାମ କିରା ମେୟର I ବିନା ଲାଇସେନ୍ସ ରେ ଗାଡି ଚଳାଉଥିଲେ ,କାହାକୁ ବି ପରବାୟ ନଥିଲା I ରାସ୍ତାରେ ଟ୍ରାଫିକ ନିୟମ ଭାଙ୍ଗିବାରୁ ଟ୍ରାଫିକ ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା ଏବଂ ଦୁଇଜଣ ପୋଲିସ ତାଙ୍କୁ ଅଟକ ରଖିଥିଲେ I ଲାଇସେନ୍ସ ଯାଞ୍ଚ ପରେ ଜଣାପଡିଥିଲା କି ତାଙ୍କ ପାଖରେ କିଛି ବି କାଗଜ ପତ୍ର ନାହିଁ I ତେଣୁ ତାଙ୍କୁ ଗିରଫ କରାଯାଇଥିଲା I

କିନ୍ତୁ ପୋଲିସ ପାଖରୁ ଖସିବାକୁ ମଡେଲ ଜଣଙ୍କ ଦୁଇ ପୋଲିସ କୁ କହିଥିଲେ କି ଯଦି ତାଙ୍କୁ ଛାଡ଼ିଦେବେ ତେବେ ରାତିରେ ତାଙ୍କ ସହିତ ସେ ସେକ୍ସ କରିବାକୁ ରାଜି I ଏହିଁ ଅଫର କୁ କିନ୍ତୁ ପୋଲିସ ପ୍ରତ୍ୟାଖାନ କରି ମଡେଲ କିରା ଙ୍କୁ ଗିରଫ କରି କୋର୍ଟ ହାଜତ କୁ ପଠାଇଦେଇଥିଲେ I ଏହି ମାମଲା ରେ ତାଙ୍କୁ ଦେଢ଼ବର୍ଷ ଜେଲ ସଜା ହେଇଚି I

Leave a Reply

Your email address will not be published. Required fields are marked *