ସୋମବାର ଦିନ ବନ୍ଦ ରହିବ ସବୁ ସ୍କୁଲ ,ଛୁଟି ଘୋଷଣା କଲେ ସରକାର

ଦେଶରେ ହୁ ହୁ ହେଇ ତେଲ ଦର ବଢ଼ିବାରେ ଲାଗିଛି I କମିବାର ନା ନେଉନି ,ଯାହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆଗାମୀ 10 ତାରିଖ ସୋମବାର ଦିନ ଭାରତ ବନ୍ଦ ଡାକରା ଦିଆଯାଇଛି I ଏଥିରେ ଓଡିଶା ମଧ୍ୟ ସାମିଲ ଅଛି I ତେବେ ଓଡ଼ିଶାରେ ବିଶେଷ କରି ଆମ୍ବୁଲାନ୍ସ ,ମେଡିସିନ ଷ୍ଟୋର,ସ୍କୁଲ ଏବଂ କଲେଜ ଗୁଡିକ ର ବସ କୁ ନ ଅଟକେଇବାକୁ ପିସିସି ସଭାପତି ନିର୍ଦେଶ ଦେଇଥିବା ବେଳେ ବିଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ସମସ୍ତ ସ୍କୁଲ କୁ ସରକାର ଙ୍କ ପକ୍ଷରୁ ଛୁଟି ଘୋଷଣା କରିଦିଆଯାଇଛି I

ଏନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ସୋମବାର ଦିନ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଗଲା I

Leave a Reply

Your email address will not be published. Required fields are marked *