ତେଜ ପତ୍ର ର ବ୍ୟବହାର ରେ 6ଟି ଆଶ୍ଚର୍ଯ୍ୟ ଜନକ ଫାଇଦା ,ମୂଳରୁ ମରିଯାଏ ଏହି ସବୁ ରୋଗ I

ତେଜପତ୍ର ସାଧାରଣତଃ ଅତି ଶସ୍ତା ଏବଂ ସୁବିଧାରେ ମିଳିଯାଇଥାଏ I କିନ୍ତୁ କଣ ଆପଣ ଜାଣିଛନ୍ତି କି ତେଜପତ୍ର ରେ ବହୁତ ଔଷଧୀୟ ଗୁଣ ରହିଛି I ଏଣ୍ଟିଅକ୍ସଇଡେଣ୍ଟ , ପୋଟାସିଅମ , ସେଲେନିଅମ, ଏବଂ ଆଇରନ ବହୁ ପରିମାଣରେ ରହିଥିବାରୁ ଏହା ଶରୀର ପାଇଁ ଅତ୍ୟନ୍ତ ଉପକାରୀ ହେଇଥାଏ I 1) ଯଦି କିଡ୍ନୀ ରେ ପଥର ଜମିଥାଏ ତେବେ ତେଜପତ୍ର କୁ ପାଣିରେ ଗରମ କରି ସେହି ପାଣିକୁ ଥଣ୍ଡା କରି ପିଇବା ଦ୍ୱାରା କିଡ଼ନୀ ପଥର ଏବଂ କିଡ଼ନୀ ଜନିତ ସମସ୍ତ ପ୍ରକାର ସମସ୍ୟାକୁ ତୁରନ୍ତ ଭଲ କରିଥାଏ I 2) ଆଜିକା ଯୁଗରେ ଏସିଡ଼ିଟି ଏକ ସାଧାରଣ ସମସ୍ୟା ହେଇଗଲାଣି I

ଆପଣ ଯଦି କୋଷ୍ଠକାଠିନ୍ୟ ଏବଂ ଏସିଡ଼ିଟି ପରି ସମସ୍ୟା ଭୋଗୁଥାନ୍ତି ତେବେ ଚା ରେ ଏକ ତେଜ ପତ୍ର ପକାଇ ସେହି ଚା କୁ ପିଇବା ଦ୍ୱାରା ଏହି ସମସ୍ୟାର ସୁଫଳ ମିଳିଥାଏ I 3)ନିୟମିତ ତେଜପତ୍ର ବ୍ୟବହାର କରିବା ଦ୍ୱାରା ମଧୁମେହ ବା ଡାଇବେଟିସ ନିୟନ୍ତ୍ରଣ ରେ ରହିଥାଏ I

4)ଶରୀର ର ଯେ କୌଣସି ସ୍ଥାନରେ ଯଦି ଯନ୍ତ୍ରଣା ହେଉଥାଏ ତେବେ ସେହି ସ୍ଥାନରେ ତେଜପତ୍ର ତେଲ ମାଲିସ କରିବା ଦ୍ୱାରା ତୁରନ୍ତ ଯନ୍ତ୍ରଣା ରୁ ମୁକ୍ତି ମିଳିଥାଏ

I 5)ଶୋଇବା ସମୟରେ କିଛି ତେଜପତ୍ର ର ଧୂଆଁ ଦେବା ଦ୍ୱାରା ଆରାମଦାୟକ ନିଦ ହେଇଥାଏ ,ଏହା ମଧ୍ୟ ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ I 6) ଯଦି ଲଗାତାର କାଶ ଲାଗିରହୁଥାଏ ,ତେବେ ତେଜପତ୍ର ର ପିଙ୍କା ବା ଧୂଆଁ ନେବା ଦ୍ୱାରା କାଶ କମିଥାଏ I CopyRight @ଓଡିଶାExclusive

Leave a Reply

Your email address will not be published. Required fields are marked *