ମଦ ନିଶା ଛଡ଼ାଇବା ର ଉପାୟ:୧୦୦% କାମ କରିବ

ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ ବିଷୟରେ ଜଣେଇବୁ ଯାହା କୁ ମଦ ନିଶା ଛାଡ଼ିବା ପାଇଁ ରମବାଣ ସଦୃଶ।

ମଦ ଏକ ଏପରି ନିଶା ଯାହା ଗୋଟେ ବ୍ୟକ୍ତିର ଅଭ୍ୟାସ ହୋଇଗଲେ ସେହି ବ୍ୟକ୍ତିର ଜୀବନ ନଷ୍ଟ ହୋଇଯାଇଥାଏ।ନିଶା କାରଣରୁ ଅନେକ ଲୋକ ଚୋରି,ହତ୍ୟା, ମାଡ଼ ପିଟ୍ ପରି ବଡ଼ ବଡ଼ ଅପରାଧ କରିଥାନ୍ତି।ମଦ ନିଶା ଆପଣଙ୍କ ପରିବାରକୁ ନଷ୍ଟ କରିଦେଇଥାଏ।ଏବଂ ଏହା ପରେ ଆପଣଙ୍କ ଶରୀରକୁ ଏହା ବର୍ବାଦ୍ କରି ଦେଇଥାଏ।

ଅନେକ ସମୟରେ ବି ବ୍ୟକ୍ତି ମଦକୁ ଛାଡ଼ିବାକୁ ଚାହୁଁଥିଲେ ବି ଛାଡ଼ି ପାରନ୍ତି ନାହିଁ।

ଏହି ଉପାୟ ଦ୍ବାରା ଯଦି ଗୋଟେ ବ୍ୟକ୍ତିର ୧୦%ବି ମଦ ଛାଡ଼ିବାକୁ ଇଚ୍ଛା ଥାଏ ତେବେ ଆପଣ ନିଶ୍ଚୟ ଛାଡ଼ି ପାରିବେ।କିନ୍ତୁ ଯାହାର ଇଚ୍ଛା ନ ଥିବ ତାକୁ ୨ରୁ୩ ମାସ ଲାଗିବ।ଏହି ଉପାୟ କରିବାକୁ ହେଲେ ଆପଣଙ୍କୁ ୩ଟି ଜିନିଷ ଆବଶ୍ୟକ।

ପ୍ରଥମେ ସୁଣ୍ଠି ଗୁଣ୍ଡ,ଜୁଆଣି ଓ ପାଣି।ପ୍ରଥମେ ଗୋଟେ ପାତ୍ର ନିଅନ୍ତୁ ଏବଂ ଏହି ପାତ୍ରରେ କିଛି ପାଣି ନିଅନ୍ତୁ।ଏହା ପରେ ଏଥିରେ ଗୋଟେ ଗୋଟେ ଚାମଚ ସୁଣ୍ଠୀ ଗୁଣ୍ଡ ମିଶାନ୍ତୁ।

ଏବଂ ଏକ ଚାମଚ୍ ଜୁଆଣି ପକେଇ ଦିଅନ୍ତୁ ଏବଂ ଏହାକୁ ୧୦ରୁ୧୨ ମିନିଟ୍ ଗରମ୍ କରନ୍ତୁ।

ଯେତେବେଳେ ଏହା ଗରମ୍ ହୋଇ ଅଧା ଗ୍ଲାସ୍ ହୋଇଯିବ ଏହାକୁ ଛାଣି ଦିଅନ୍ତୁ।ଏହା ପରେ ଏହାକୁ ଛାଣି ଏକ କାଚ ଗ୍ଲାସରେ ୪୮ଘଣ୍ଟା ରଖନ୍ତୁ।

ଏହି ହିସାବରେ ଆପଣ ଅଧିକ ବି କରି ପାରନ୍ତି। ତା ପରେ ଯେଉଁ ବ୍ୟକ୍ତି ମଦ ପିଉଛନ୍ତି ସେହି ବ୍ୟକ୍ତିକୁ ସକାଳେ ଏବଂ ସନ୍ଧ୍ୟା ସମୟରେ ଅଧା ଗ୍ଲାସ୍ ଲେଖାଏ ପିଇବାକୁ ଦିଅନ୍ତୁ।ଏହାକୁ କିଛି ଦିନ ପିଇବା ଦ୍ବାରା ଦେଖିବେ ଆଉ ମଦ ପିଇବାକୁ ଇଚ୍ଛା ହେବ ନାହିଁ।ମଦ ପିଇବା ଦ୍ବାରା ଆପଣଙ୍କ ଶରୀରରେ ସଲ୍ଫର୍ ମାତ୍ର କମି ଯାଇଥାଏ।

ତେଣୁ ଏହା ଆପଣଙ୍କ ଶରୀରରେ ସଲ୍ଫର ମାତ୍ର ବଢେଇ ଦେଇଥାଏ।

Leave a Reply

Your email address will not be published. Required fields are marked *