କଣ ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ର ପ୍ରଭାବ ଅଛଇ କି ?ଜାଣନ୍ତୁ କିପରି ଜାଣିବେ !!

ସତରେ କଣ ଭୁତ ଅଛନ୍ତି ? ଭୁତ ପ୍ରେତ ଙ୍କୁ ନେଇକି ଅନେକ କାହାଣୀ ଗଳ୍ପ ଚଳଚିତ୍ର କରାଯାଇଛି I ସମସ୍ତଙ୍କ ମନରେ ଭୁତର ଏକ କାଳ୍ପନିକ ଚରିତ୍ର ସୃଷ୍ଟି କରାଯାଇଛି I ଅନେକ ଭୁତ ପ୍ରେତ କୁ ଅନ୍ଧବିଶ୍ୱାସ କହୁଥିଲେ ମଧ୍ୟ ଅନେକ ଏହାକୁ ମାନିଥାନ୍ତି ଏବଂ ଯୁକ୍ତି ରଖିଥାନ୍ତି କି ଯଦି ସୃଷ୍ଟିରେ ଯେପରି ଭଗବାନ ଙ୍କ ଉପସ୍ତିତି ଅଛି ତେବେ ଆତ୍ମା ବା ଭୁତ ମାନଙ୍କର କାହିଁକି ଉପସ୍ତିତି ରହିବନି I ଭୁତ ମାନଙ୍କର ଉପସ୍ତିତି କୁ ନେଇକି ବହୁ ଗବେଷଣା ମଧ୍ୟ ଚାଲୁ ରହିଛି I ତେଣୁ ଏହା ଯେ ସମ୍ପୂର୍ଣ୍ଣ ଭାବେ ଅନ୍ଧବିଶ୍ୱାସ ତାହା ଆମେ କହିପାରିବା ନାହିଁ I

ସାଧାରଣତଃ ଯଦି ଘରେ ସବୁବେଳେ ଅଶୁଭ ଲାଗିଁରୁହେ ଆମେ ଭାବିଥାଉ କୁ ଘରେ ଭୁତ ପ୍ରେତ ଙ୍କର ପ୍ରଭାବ ପଡିଛି I ସେଥିପାଇଁ ପୂଜା ହୋମ ଯଜ୍ଞ କରିଥାଉ ନକାରାତ୍ମକ ଶକ୍ତିର ବିନାଶ ପାଇଁ I ତେବେ ଯଦି ଆପଣ ଭାବୁଛନ୍ତି କି ଆପଣଙ୍କ ଘରେ ଭୁତ ବା ନକାରାତ୍ମକ ଶକ୍ତି ରହିଛି ତେବେ ଆପଣ ନିଜେ ମଧ୍ୟ ଏହାକୁ ପରୀକ୍ଷା କରିପାରିବେ I ଏକ ଗ୍ଲାସ ପାଣିରେ ଏକ ଚାମଚ ଧଳା ଭିନେଗାର ନେଇ ଦୁଇ ଚାମଚ ଲୁଣ ନିଅନ୍ତୁ ଏବଂ ଏହାକୁ ଭଲ ଭାବରେ ମିଶ୍ରଣ କରି

ଏକ ପରିସ୍କାର କାଚ ଗ୍ଲାସ ରେ ସେହି ସ୍ଥାନରେ ରଖିଦିଅନ୍ତୁ ଯେଉଁଠି ଆପଣଙ୍କୁ ଲାଗୁଚି କି ନକାରାତ୍ମକ ଶକ୍ତି ଅଛି I ଏବଂ ରାତ୍ରିରେ ଘରର କବାଟ ବନ୍ଦ କରିଦିଅନ୍ତୁ ଯଦି ସତରେ ସେଠାରେ କିଛି ନକାରାତ୍ମକ ଶକ୍ତି ଥାଏ ତେବେ ସକାଳୁ ସେହି ପାଣି ଗୋଳିଆ ହେଇ ହଳଦିଆ ରଙ୍ଗ ଧାରଣ କରିବ

ଏମିତି ହେଲେ ସେହି ସ୍ଥାନରେ ଠାକୁର ଙ୍କ ପୂଜା ଆରାଧନା କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହେଇଥାଏ I

Leave a Reply

Your email address will not be published. Required fields are marked *