ତୁଳସୀ ଗଛ ପାଖରୁ ତୁରନ୍ତ ଉଠାଇ ଦିଅନ୍ତୁ ଏହି ଜିନିଷ: ନହେଲେ ଏହା ଡାକେ ମୃତ୍ୟୁ କୁ

ଯଦି ଆପଣ ନିଜର ଭଲ ଚାହୁଁଛନ୍ତି ତେବେ ତୁଳସୀ ଗଛ ପାଖରେ ଏହି ସବୁ ଜିନିଷ ରଖନ୍ତୁ ନାହିଁ।ଆଉ ଯଦି ଆପଣ ଭୁଲରେ ବି ଏପରି ଜିନିଷ ରଖିବେ ତେବେ ମାତା ତୁଳସୀ କେବେ ବି ଆପଣଙ୍କୁ କ୍ଷମା କରିବେ ନାହିଁ।

ହିନ୍ଦୁ ଧର୍ମରେ ତୁଳସୀ ମାତାଙ୍କୁ ପ୍ରତେୟକ୍ ଘରେ ପୂଜା କରାଯାଇଥାଏ।ଶ୍ରୀକୃଷ୍ଣଙ୍କୁ ତୁଳସୀ ବିନା ଭୋଗ ଲଗାଯାଏ ନାହିଁ।ଏବଂ ତୁଳସୀ ରେ ୩୩କୋଟି ଦେବତାଙ୍କ ବାସ ମନା ଯାଏ।ଯେଉଁ ଘରେ ମାତା ତୁଳସୀ ଙ୍କ ପୂଜା ହୋଇଥାଏ ସେହି ଘରକୁ ଦରିଦ୍ରତା ପ୍ରବେଶ କରି ପାରେ ନାହିଁ।ତେଣୁ ତୁଳସୀ ଗଛ ପାଖରେ ଏହି ପାଞ୍ଚୋଟି ଜିନିଷ ରଖନ୍ତୁ ନାହିଁ ନହେଲେ ମାତା ବହୁତ୍ ରାଗି ଯାଇଥାଆନ୍ତି।

୧.ତୁଳସୀ ଗଛ ପାଖରେ କେବେ ବି କପଡା ଶୁଖାନ୍ତୁ ନାହିଁ।
୨.ତୁଳସୀ ଗଛ ପାଖରେ ସବୁବେଳେ ସଫା ରଖନ୍ତୁ।ନହେଲେ ମାତା ବହୁତ୍ ରାଗନ୍ତି।ଆଉ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇ ଆପଣଙ୍କ ଘରୁ ଚାଲି ଯିବେ।
୩.ଭଗବାନ୍ ଗଣେଶଙ୍କୁ ତୁଳସୀ ଗଛ ପାଖରେ ଜମା ବି ରଖନ୍ତୁ ନାହିଁ।ଏମିତି କରିବା ଦ୍ବାରା ଆପଣଙ୍କ ଘରୁ ଲକ୍ଷ୍ମୀ ଛାଡ଼ି ପଳେଇ ଥାନ୍ତି।

୪.ଭୁଲରେ ବି ତୁଳସୀ ଗଛ ପାଖରେ ଚପଲ କିମ୍ବା ଜୋତା ରଖନ୍ତୁ ନାହିଁ।
୫.ତୁଳସୀ ଗଛ ପାଖରେ ଭୁଲରେ ବି ଶିବ ଲିଙ୍ଗ ରଖନ୍ତୁ ନାହିଁ।ଆଉ ଯଦି ଆପଣ ଏପରି କରିବେ ତେବେ ଅନର୍ଥ ହୋଇଯିବ।
ଏହା ଥିଲା ସେହି ପାଞ୍ଚୋଟି ଜିନିଷ ଯାହାକୁ ବି ଭୁଲରେ ବି ତୁଳସୀ ଗଛ ପାଖରେ ରଖନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *