କେବଳ ଏକ ସପ୍ତାହ ପାଇଁ ଗରମ୍ ପାଣି ରେ ମିଶାଇ ପିଅନ୍ତୁ ଏହି ଜିନିଷ:ପେଟ ର ଚର୍ବି ହୋଇଯିବ ଶେଷ

ଆଜି କାଲି ପ୍ରାୟ ପ୍ରତେକ ଲୋକ ପେଟ ର ଚର୍ବି କୁ ନେଇ ଚିନ୍ତିତ। ତେବେ ଆଜି ଆମେ ଜାଣିବା

କିପରି ପେଟ ର ଚର୍ବି କୁ ଶେଷ କରିବେ।

କିନ୍ତୁ ଏହା ପୂର୍ବରୁ ଆମେ କହି ରଖୁ ଯେ ଆପଣକଂ ଦେହ ର ଚର୍ବି କୁ କମାଇବା ପାଇଁ ସବୁଠାରୁ ଭଲ କଥା ହେଲା ଆପଣ ପ୍ରତିଦିନ ଦୌଡ଼ନ୍ତୁ।

ସକାଳୁ କିମ୍ବା ସନ୍ଧ୍ୟାରେ ଦୌଡିବା ଦ୍ଵାରା ଶରୀର ଏ ଚର୍ବି ସନ୍ତୁଳିତ ହୋଇ ରହିଥାଏ। ଏହା ପରେ ଆପଣ ଘରକୁ ଆସି ବ୍ୟାୟାମ ଓ ଯୋଗ କରିବା ଆବଶ୍ୟକ।

ଏହା ସହ ଆସି ସକାଳେ ଜଳଖିଆ ନିଶ୍ଚିତ ଭାବରେ ଖାଆନ୍ତୁ। କିଛି ଲୋକ ଭାବିଥାନ୍ଟି ଯେ ସକାଳୁ ଜଳଖିଆ ନ ଖାଇଲେ ସେମାନଙ୍କ ମୋଟା ପଣ କମିଯିବ।

କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍ ଅଟେ। ଓଲଟା ଆପଣକଂ ମୋଟା ପଣ ବହୁତ୍ ବଢ଼ି ଯାଇଥାଏ।

ଏହା ସହ ସର୍ବଦା ଏହା ମନେ ରଖନ୍ତୁ ଯେ ଖାଇବା ପରେ କେବେ ବି ମିଠା ଖାଆନ୍ତୁ ନାହିଁ।

ଏବେ ଆସନ୍ତୁ ଜାଣିବ

ପେଟ ର ଚର୍ବି କମ୍ କିପରି କରିବେ।

ଆବଶ୍ୟକୀୟ ସାମଗ୍ରୀ:-

ଉଷୁମ ପାଣି,ଅଦା ପେଷ୍ଟ,ଲେମ୍ବୁ ରସ।

ଏହା ପାଇଁ ପ୍ରଥମେ ଏକ ଗ୍ଲାସ୍ ଉଷୁମ ପାଣି ନିଅନ୍ତୁ ଏବଂ ଏଥିରେ ଏକ ଚାମଚ୍ ଅଦା ପେଷ୍ଟ୍ ମିଶାନ୍ତୁ। ଏବଂ ଏଥିରେ ଏକ ଚାମଚ୍ ଲେମ୍ବୁ ରସ ମିଶାନ୍ତୁ।

ଏବଂ ସବୁଦିନ ସକାଳୁ ଦୋୖଡି ଆସିବା ପରେ ଏହାର ସେବନ କରନ୍ତୁ।

ଏହି ପରି ପ୍ରତିଦିନ କରନ୍ତୁ।ଆଉ ଦେଖନ୍ତୁ ଗୋଟେ ମାସ ଭିତରେ ଆପଣଙ୍କ ପେଟ କୁ।

Leave a Reply

Your email address will not be published. Required fields are marked *