ପେଟ ଗରମ୍ ଭଲ କରିବାର ଘରୋଇ ଉପାୟ

ଆଜି ଆମେ ଜାଣିବା କିପରି ଘରୋଇ ଉପାୟ ରେ ପେଟ ଗରମ୍ କୁ ଭଲ କରିବା।

୧-କିନ୍ତୁ ପେଟ ଗରମ୍ ହେଅବ ଅର୍ଥ ବୁଝିଯାନ୍ତୁ ଯେ ଆପଣକଂ ଶରୀର କୁ ପାଣି ର ଆବଶ୍ୟକତା ଅଛି। ଯଦି ଆପଣ ସମ୍ପୂର୍ଣ୍ଣ ଦିନ ରେ ୬-୮ ଲିଟର ପାଣି ପିଇବେ ତାହେଲେ ଆପଣକଂ ପେଟ ଗରମ୍ ସମସ୍ୟା ପ୍ରାୟ ରୁହେ ନାହିଁ।

୨- ଯଦି ଆପଣ ସମ୍ପୂର୍ଣ୍ଣ ଦିନ ରେ ୬-୮ ଲିଟର ପାଣି ପିଇ ପାରୁ ନାହାନ୍ତି ତାହେଲେ ଆପଣ ପେଟ ଗରମ୍ ହେଲେ ଲେମ୍ବୁ ପାଣି ମଧ୍ୟ ପିଇ ପାରିବେ। ଏହା ଦ୍ବାରା ମଧ୍ୟ ପେଟ ଗରମ୍ ଲାଘବ ହୋଇଥାଏ।

୩- ଅନ୍ୟଥା ଆପଣ ପଇଡ଼ ପାଣି ମଧ୍ୟ ସେବନ କରିପାରିବେ। ଯାହା କି ଲେମ୍ବୁ ପାଇଁ ର ଏକ ବିକଳ୍ପ।ପଇଡ଼ ପାଣି ପିଇବ ଦ୍ଵାରା ଶରୀର ରେ ଥିବା ଏଲେକ୍ଟ୍ର ଲାଇଟ୍ ଆକ୍ତିଭ୍ ହୋଇ ଥାଆନ୍ତି ଏବଂ ପେଟ ଗରମ୍ ଠିକ୍ ହୋଇଯାଇଥାଏ।

୪- ଯଦି ଆପଣ ଖରା ଦିନେ ପଖାଳ ଖାଉଛନ୍ତି ତେବେ ପଖାଳ ତୋରାଣି ପିଇବାକୁ ଭୁଲିବେ ନାହିଁ। ଆଉ ଆପଣ ଉଷୁନା ଭାତ ର ପଖାଳ ଖାଇବାକୁ ଚେଷ୍ଟା କରନ୍ତୁ ଏହା ଦ୍ବାରା ଆପଣକଂ ପେଟ ଜନିତ ସମସ୍ୟା ଭଲ ହୋଇଯାଇଥାଏ।

୫- ପେଟ ଗରମ୍ ହେଲେ ଘୋଳ ଦହି ପିଅନ୍ତି।ଆପଣ ଘରେ

ଘୋଳ ଦହି ବନେଇ ପିଅନ୍ତି କିମ୍ବା ବଜାର ରୁ କିଣି ଆଣି ମଧ୍ୟ ପିଇ ପାରିବେ।

Leave a Reply

Your email address will not be published. Required fields are marked *