ଗାଧେଇ ସାରିଲା ପରେ ଏହି ଗୋଟିଏ କାମ କରିବା ଦ୍ୱାରା ଅମଙ୍ଗଳ ମାଡି ଆସିବI

ଗାଧେଇ ସାରିବା ପରେ କଣ କରିବା ଉଚିତ କଣ ଅନୁଚିତ :-ଗାଧେଇ ସାରିବା ପରେ ଆମେ ସମସ୍ତେ ତରବର ହେଇ ଡ୍ରେସ ପିନ୍ଧି ସକାଳ ଜଳଖିଆ ଗ୍ରହଣ କରି କାମରେ ଚାଲିଯାଇଥାଉ I କିନ୍ତୁ କଣ ଆପଣ ଜାଣିଛନ୍ତି କି ସକାଳୁ ସ୍ନାନ ବା ଗାଧେଇ ସାରିବା ପରେ ସୂର୍ଯ୍ୟ ଙ୍କୁ ନମସ୍କାର ଏବଂ ଜଳ ତର୍ପଣ କରିବା ଦିନଟି ଭଲରେ କଟିଥାଏ I ପୁରୁଷ ହୁଅନ୍ତୁ କିମ୍ବା ମହିଳା ସମସ୍ତେ ଗାଧେଇ ସାରିବା ପରେ ସୁର୍ଯ୍ୟଙ୍କୁ ପୂଜା କରନ୍ତୁ

ଏବଂ ଠାକୁର ପୂଜା ପରେ ସାମାନ୍ୟ ଲୁଣ ପାଟିରେ ନିଅନ୍ତୁ ଏହାଦ୍ୱାରା ଦିନଟି ମଙ୍ଗଳ ହେବ ,ତେବେ ଶାସ୍ତ୍ର କହିଥାଏ କି ସ୍ନାନ ପରେ ପାଟିରେ ଟିକିଏ ଲୁଣ ନେବା ଦ୍ୱାରା ଥଣ୍ଡା ସର୍ଦି ହେଇନଥାଏ I ଗାଧେଇ ସାରିବା ପରେ କୌଣସି ଖାଦ୍ୟ ଗ୍ରହଣ ନକରିବା ପର୍ଯ୍ୟନ୍ତ କଦାପି ତେଲ ଏବଂ ମୁଢ଼ିକୁ ସ୍ପର୍ଶ କରନ୍ତୁ ନାହିଁ ,ଏହା ଅଶୌଚ ଅଟେ I ଏହାକୁ ଛୁଇଁବା ଦ୍ୱାରା ଅମଙ୍ଗଳ ହେଇଥାଏ I

ସେଥିପାଇଁ ତ କୌଣସି ଆପଣାର ବ୍ୟକ୍ତି ମରିଗଲା ପରେ ସ୍ମଶାନ କାର୍ଯ୍ୟ ପରେ ସ୍ନାନ ସାରି ଘରକୁ ଫେରି ସର୍ବ ପ୍ରଥମେ ମୁଢି ଖାଇଥାନ୍ତି I ତେଣୁ ଭୁଲ୍ ରେ ବି ସ୍ନାନ ସାରିବା ପରେ ଏହି ଏହି କାମ କରନ୍ତୁ ନାହିଁ କିନ୍ତୁ ହଁ ନିହାତି ଭାବରେ ସୂର୍ଯ୍ୟ ନମସ୍କାର କରି ପାଟିରେ ଟିକିଏ ଲୁଣ ନେବେ I

Leave a Reply

Your email address will not be published. Required fields are marked *