ନାରୀ ମାନଙ୍କ ସମ୍ବନ୍ଧ ରେ କିଛି ଗୋପନୀୟ ତଥ୍ୟ

ଆଜି ଆମେ ଜାଣିବା ତୁଳସୀ ଦାସ ନାରୀ ମାନଙ୍କ ସ୍ଵଭାବ ବିଷୟରେ କହିଥିବା କିଛି କଥା।

ତୁଳସୀ ଦାସ ରାମ ଚରିତ ମାନସ ରଚନା କରିଥିଲେ।ଏବଂ ମାନବ ସମାଜ ର ମଙ୍ଗଳ ପାଇଁ ସେ ଅନେକ ବିବରଣୀ ମଧ୍ୟ ଦେଇ ଯାଇଛନ୍ତି।

୧- ସୁନ୍ଦର ଲୋକ ଦେଖି ଖାଲି ମୂର୍ଖ ଲୋକ ନୁହେଁ ଚାଲାଖ ଲୋକ ମଧ୍ୟ ଧୋକ ଖାଆନ୍ତି। ଅର୍ଥାତ୍ ମୟୄର ଦେଖିବାକୁ ଯେପରି ସୁନ୍ଦର ତାର ସ୍ୱର ମଧ୍ୟ ସେହି ପରି ସୁନ୍ଦର କିନ୍ତୁ ସେ ବିଷଧର ସାପ କୁ ମଧ୍ୟ ମାରି ଖାଇଥାଏ।

ଅର୍ଥାତ୍ କେବେ ସୁନ୍ଦରତା ପଛରେ ପଡ଼ିବା ଠିକ୍ ନୁହେଁ।

୨- ଯେଉଁ ପୁରୁଷ ନିଜ ସ୍ତ୍ରୀ ଛଡ଼ା ଅନ୍ୟ ନାରୀ ମାନଙ୍କୁ ନିଜ ମା ଭଉଣୀ ନଜର ରେ ଦେଖୁଥାଏ ସେହି ପୁରୁଷ ଏ ମନ ରେ ହିଁ ରାମ ବାସ କରିଥାନ୍ତି।

ଯେଉଁ ବ୍ୟକ୍ତି ପର ନାରୀ ସହ ସମ୍ବନ୍ଧ ରଖିଥାନ୍ତି ସେମାନଙ୍କ ଠାରୁ ଭଗବାନ୍ ଦୂରେଇ ରହିଥାନ୍ତି।

୩- ଧର୍ମ,ମିତ୍ର ଏବଂ ନାରୀ ଙ୍କ ପରୀକ୍ଷା ବିପଦ ସମୟରେ ହିଁ କରାଯାଇଥାଏ। ମଣିଷ ର ଭଲ ସମୟରେ ତ ବହୁତ୍ ଲୋକ ସମର୍ଥନ ଜଣାଇଥାନ୍ତି କିନ୍ତୁ ଖରାପ୍ ସମୟରେ ଯିଏ ସାଙ୍ଗ ରେ ରହେ ସେ ହିଁ ପ୍ରକୃତ ନିଜର।

୪- ସଚିବ,ବେଦ,ଗୁରୁ ଏହି ତିନି ଲୋକ କୌଣସି ଫାଇଦା ପାଇଁ ଯଦି କାହାରିକୁ ଭଲ କହିଥାନ୍ତି ତେବେ ରାଜ୍ୟ ସର ଓ ନୀତି ଶୀଘ୍ର ବିନାଶ ହେବ।

Leave a Reply

Your email address will not be published. Required fields are marked *