ହନୁମାନ ଙ୍କ ଏହି ଗୁପ୍ତ ମହା ମନ୍ତ୍ର କୁ ଥରେ ସକାଳେ କୁହନ୍ତୁ ଆଉ ଦେଖନ୍ତୁ ଚମତ୍କାର

ଆଜି ଆମେ ହନୁମାନଙ୍କ ଏମିତି କେତୋଟି ମନ୍ତ୍ର ବିଷୟରେ ଜାଣିବା ଯେଉଁ ମଧ୍ୟରୁ ଯଦି ଆପଣ ଗୋଟେ ବି ମନ୍ତ୍ର ଜପିନେବେ ତେବେ ଶତ ପ୍ରତିଶତ ଆପଣଙ୍କ ଇଚ୍ଛା ପୂରଣ ହେବ।ଆଉ ଆପଣଙ୍କ ସବୁ କଷ୍ଟ ସବୁ ଦିନ ପାଇଁ ଦୁର ହୋଇଯିବ।

ଏହି ମନ୍ତ୍ର କେମିତି ଏତେ ଚମତ୍କାରି ହେଲା ଚାଲନ୍ତୁ ପ୍ରଥମେ ଏ ବିଷୟରେ ଜାଣିବା।
ଯେବେ ଭଗବାନ୍ ଇନ୍ଦ୍ରଙ୍କ ପ୍ରଜା ଦ୍ବାରା ହନୁମାନ ମୂର୍ଚ୍ଛା ହୋଇଗଲେ ଏହା ଦେଖି ତାଙ୍କ ପିତା ବାୟୁ ଦେବ କ୍ରୋଧିତ ହୋଇଗଲେ।ଆଉ ତା ପରେ ସେ ନିଜ ବାୟୁର ବେଗ ରଖିଦେଲେ।ଆଉ ତା ପରେ ସବୁ ଦେବୀ ଦେବତା ଏଠାକୁ ଆସିଗଲେ ଆଉ ସମସ୍ତେ ହନୁମାନଙ୍କୁ କେତେ କଣ ବରଦାନ ଦେଲେ।

ଭଗବାନ୍ ବ୍ରହ୍ମ ବରଦାନ ଦେଇ କହିଥିଲେ କି ଏହି ବାଳକକୁ ଏବେ କାହାର ବି ବ୍ରହ୍ମଶାପ ଲାଗିବ ନାହିଁ।ଏହି ବାଳକ ଶତ୍ରୁଙ୍କ ପାଇଁ ଭୟଙ୍କର ହେବ।ଆଉ ମିତ୍ର ମାନଙ୍କ ପାଇଁ ଅଭୟ ଦାତା ବନିବ।ଆଉ ନିଜ ଇଚ୍ଛା ଅନୁସାରେ ନିଜ ରୂପ ବଦଳେଇ ଦେଇ ପାରିବ। ତା ପରେ ଇନ୍ଦ୍ର ଦେବ ବର ଦେଇ କହିଥିଲେ କି ମୋର ବଜ୍ର ଆଉ ଏ ବାଳକ ର କିଛି ବି କ୍ଷତି କରି ପାରିବ ନାହିଁ।

ସୂର୍ଯ୍ୟ ମଧ୍ୟ ବର ଦେଇ କହିଥିଲେ କି ମୁଁ ଏହି ବାଳକ କୁ ନିଜର ତେଜ ପ୍ରଦାନ କରିବି। ଯମ ରାଜା ମଧ୍ୟ କହିଲେ ଏହି ବାଳକ ସବୁବେଳେ ନିରୋଗି ରହିବ।ଆଉ ମୋର ପ୍ରଚଣ୍ଡ ପ୍ରତାପ ରୁ ମୁକ୍ତି ପାଇବ।

ଆଉ ଦେବଙ୍କ ଦେବ ମହାଦେବ ଅଭୟ ବରଦାନ ଦେଇଥିଲେ।ଏହି ସବୁ ବର ପ୍ରାପ୍ତ କରିବା ପରେ ହନୁମାନ ପୂଜନୀୟ ଦେବତା ମଧ୍ୟରେ ଆସିଗଲେ।ତୁଳସୀ ଦାସ ଲେଖିଥିବା ହନୁମାନ ଚାଳିଶା କୁ ହଜାର ମନ୍ତ୍ରର ଶକ୍ତି ବୋଲି କୁହାଯାଏ।

ସେମିତି ତ ଯଦି ଆପଣ ହନୁମାନ ଚାଳିଶା ପଢ଼ିବେ ତେବେ ଆପଣଙ୍କୁ ଜୀବନରେ କିଛି ବି ଅସୁବିଧା ହେବ ନାହିଁ।କିନ୍ତୁ ଯଦି ଆପଣ ପୁରା ହନୁମାନ ଚାଳିଶା ପଢି ପାରୁନାହାନ୍ତି ତାହେଲେ ହନୁମାନ ଚାଳିଶା ର ଏହି ପାଞ୍ଚୋଟି ମନ୍ତ୍ରକୁ ଠିକ୍ ଭାବରେ ଜପ କରନ୍ତୁ।

” ଭୂତ ପିଶାଚ ନିକଟ ନେହିଁ ଆବେ
ମହାବୀର ଜବ୍ ନାମ୍ ସୁନାବେ”

ଯଦି ଆପଣଙ୍କୁ କେଉଁ ପ୍ରକାର ବି ଡର ରହୁଛି ସକାଳେ କିମ୍ବା ସନ୍ଧ୍ୟାରେ ଏହାକୁ ୧୦୮ ଥର ଜପ କରନ୍ତୁ।ଏଥି ଦ୍ବାରା ଆପଣଙ୍କୁ ସବୁ ପ୍ରକାର ଭୟରୁ ମୁକ୍ତି ମିଳିବ।

“ନାଶ୍ୟେ ରୋଗ ହରେ ସବ୍ ପୀଡ଼ା
ଜପତେ ନିରନ୍ତର ହନୁମତ ବିରା”

ଯଦି କୌଣସି ବ୍ୟକ୍ତି ସବୁବେଳେ ବିମାରିରେ ପୀଡ଼ି

ତେବେ ସକାଳ ସମୟରେ ସେ ଏହି ମନ୍ତ୍ରକୁ ୧୦୮ ଥର ଜପ କରି ନିଅନ୍ତୁ।ଆଉ ମଙ୍ଗଳବାର ହନୁମାନଙ୍କ ଆଗରେ ହନୁମାନ ଚାଳିଶା ପାଠ କରି ନେବେ ତେବେ ରୋଗୀକୁ ନିଜ ରୋଗରୁ ମୁକ୍ତି ମିଳିଯିବ ।

” ଅଷ୍ଟସିଧି ନବ ନିଧି କେ ଦାତା
ଅସବର୍ ଦିନ ଜାନକୀ ମାତା”

ହନୁମାନଙ୍କୁ ଅଷ୍ଟ ସିଦ୍ଧି ଆଉ ନବ ନିଧି ର ଦାତା ମନା ଯାଏ।ଆଉ ଏହି ବରଦାନ ତାଙ୍କୁ ମାତା ସୀତା ଦେଇଥିଲେ।ଯଦି ଆପଣ ଜୀବନରେ ଶକ୍ତି ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତ ବ୍ରହ୍ମ ମୁହୂର୍ତ୍ତରେ ଉଠି ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ।ଆପଣଙ୍କୁ ଅବଶ୍ୟ ଲାଭ ମିଳିବ।

Leave a Reply

Your email address will not be published. Required fields are marked *