କଣ ଆପଣ ଶରୀର ଭିତର ର ଏହି ରହସ୍ୟ ବିଷୟରେ ଜାଣନ୍ତି କି ?

ସମାଜରେ ଯେତେବି ପ୍ରାଣୀ ଅଛନ୍ତି ସବୁଠାରୁ ଶ୍ରେଷ୍ଠ ହେଉଛି ମନୁଷ୍ୟ I ତେବେ ମନୁଷ୍ୟର ଶରୀର ଏପରି ଆଶ୍ଚର୍ଯ୍ୟ ଭାବରେ ଗଠନ ହେଇଚି ଯେ ମନୁଷ୍ୟ ଚାହିଁଲେ ମଧ୍ୟ ଏହି ରହସ୍ୟ କୁ ଭେଦ କରିପାରିବ ନାହିଁ I ଏହା କେବଳ ସ୍ୱୟଂ ଭଗବାନ ଙ୍କ ସୃଷ୍ଟି I ତେବେ ମନୁଷ୍ୟ ଶରୀର ମଧ୍ୟରେ ଥିବା ଏପରି କିଛି ରହସ୍ୟ ବିଷୟରେ ଚାଲନ୍ତୁ ଜାଣିବା ଯାହାକି ଆପଣଙ୍କୁ ଚକିତ କରିଦେବ I 1) ପ୍ରତି ମୁହୁର୍ତରେ ଆମ ଶରୀର ରେ ପାଖାପାଖି 50ହଜାର ଜୀବକୋଷ ସୃଷ୍ଟି ହେଇଥାଏ ଏବଂ ମୃତ୍ୟୁ ହେଇଥାଏ I 2)ମଣିଷ ଶରୀର ରେ ପାଖାପାଖି 72.5କିଲୋମିଟର ପର୍ଯ୍ୟନ୍ତ ଲମ୍ବର ସ୍ନାୟୁ ରହିଛି ଯାହାକି ମଣିଷ ନିଜେ ମଧ୍ୟ ଜାଣିନଥାଏ I

3) ସମଗ୍ର ବିଶ୍ୱରେ ଯେତିକି ପରିମାଣରେ ଟେଲିଫୋନ ଅଛି ତାହାଠାରୁ ଅଧିକ ପରିମାଣରେ ମନୁଷ୍ୟ ମତିଷ୍କ ରେ ବୈଦ୍ୟୁତିକ ଆବେଗ ସୃଷ୍ଟି ହେବାର କ୍ଷମତା ରହିଛି 4)ମନୁଷ୍ୟ ପ୍ରତ୍ୟକ ଦିନ ହସିବା ଦ୍ୱାରା ନିରୋଗ ରହିଥାଏ କିନ୍ତୁ ଏହି ହସିବା ପାଇଁ 17ଟି ମାଂସପେଶୀ ଏକ ସଂଗେ ବ୍ୟବହୃତ ହେଇଥାଏ I 5)ମନୁଷ୍ୟ ଶରୀର ରେ ଯେତିକି ଅଙ୍ଗାର କାଲ୍ମ ରହିଛି ସେଥିରୁ ପାଖାପାଖି 900 ପେନସିଲ ତିଆରି କରାଯାଇପାରିବ

Leave a Reply

Your email address will not be published. Required fields are marked *