ମଦ ନିଶା କୁ ତୁରନ୍ତ କାମାଏ ଦିଏ ଏହି ୩ ଟି ଜିନିଷ

ଆଜିକାଲି ମଦ ପିଇବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।ଏହା ଜାଣି ମଧ୍ୟ ମଦ ପିଇବା ସ୍ଵାସ୍ଥ୍ୟ ପ୍ରତି ହାନିକାରକ ତଥାପି ମଧ୍ୟ ଲୋକମାନେ ମଦ ଛାଡ଼ି ପାରନ୍ତି ନାହିଁ।ଏବଂ କେବେ କେବେ ଅଧିକ ମଦ ପିଇବା ଦ୍ବାରା ଅତ୍ୟଧିକ ନିଶା ହୋଇଯାଏ।

ଏମିତି ପରିସ୍ଥିତିରେ ସେମାନଙ୍କ ପରିବାର ଲୋକ ଅଧିକ ଚିନ୍ତିତ ହୋଇଥାନ୍ତି।ଆଜି ଆମେ ମଦ ନିଶା ତୁରନ୍ତ କମ୍ କରିବାର ଘରୋଇ ଉପଚାର ବିଷୟରେ ଆଲୋଚନା କରିବା।

୧- ମହୁ

ଏଥିପାଇଁ ପ୍ରଥମେ ଆବଶ୍ୟକ ମହୁ ଏଥିମଧ୍ୟରେ ବହୁ ଔଷଧୀୟ ଗୁଣ ଭରି ରହିଛି।ଏହା ଆଣ୍ଟି ସେପ୍ଟିକ ହେବା ସହ ଆଣ୍ଟି ବାୟୋଟିକ ମଧ୍ୟ ହୋଇଥାଏ।ମହୁ ମଦ ନିଶା କମ୍ କରିବାରେ ବହୁ ଲାଭଦାୟକ ଅଟେ।

ଯଦି କାହାକୁ ମଦ ନିଶା ଅଧିକ ହୋଇଯାଏ ତେବେ ଏକ ଗ୍ଲାସ୍ ପାଣିରେ ଦୁଇ ଚାମଚ୍ ମହୁ ମିଶାଇ ପିଆଇ ଦିଅନ୍ତୁ।

ଏମିତି କରିବା ଦ୍ବାରା କିଛି ସମୟରେ ହିଁ ମହୁ ନିଶା କମ୍ ହୋଇଯାଇଥାଏ।

୨- ଲେମ୍ବୁ ପାଣି

ଲେମ୍ବୁ ପାଣି ଏହା ପେଟ ସଫା କରିବା ଏବଂ ଅନ୍ୟ ବହୁ ପ୍ରକାର ସମସ୍ୟା ଦୁର କରିବାରେ ସାହାଯ୍ୟ କରିଥାଏ।ଅଧିକ ମହୁ ନିଶା ହୋଇଥିବା ଲୋକକୁ ଏକ ଗ୍ଲାସ୍ ଲେମ୍ବୁ ପାଣିରେ ଅଳ୍ପ ଲୁଣ ମିଶାଇ ପିଆଇବା ଦ୍ବାରା ମଦ ନିଶା ବହୁତ୍ ଜଲଦି କମିଯାଏ।

୩- ଚାହା ପତି

ଯଦି ଏହି ସବୁ ଉପାୟରେ ମଦ ନିଶା କମ୍ ନ ହୁଏ ତେବେ ଏକ ଗ୍ଲାସ୍ ଗରମ୍ ପାଣିରେ କିଛି ଚାହା ପତି ମିଶାଇ ପିଆଇବା ଦ୍ବାରା ମଦ ନିଶା ତୁରନ୍ତ ଦୁର ହୋଇଥାଏ।

Leave a Reply

Your email address will not be published. Required fields are marked *