ପ୍ରଥମ ଛାତ୍ର ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ନାମ ଲେଖାଇବାକୁ ଶ୍ରୀକାନ୍ତ ଦେଲେ ପରାମର୍ଶ

ଓଡ଼ିଆ ଭାଷାର ଏନ୍ତୁଡ଼ିଶାଳ ସତ୍ୟବାଦିରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ର ଭିତ୍ତି ସ୍ଥାପନ ରେ ସାରା ରାଜ୍ୟ ର ଭାଷାପ୍ରେମୀ ଙ୍କ ମଧ୍ୟରେ ଖୁଶିର ଲହରୀ ଖେଳିଯାଇଛି I ମୁଖ୍ୟମନ୍ତ୍ରୀ ନିଜେ ଏହାର ଶିଳାନ୍ୟାସ କରିଥିଲେ I ତେବେ ଏହାକୁ ନେଇ ମୁଂହ ଖୋଲିଛନ୍ତି କଂଗ୍ରେସ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା। ଓଡ଼ିଆ ବିଶ୍ୱବିଦ୍ୟାଳୟ ର ସ୍ଥାପନା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା ସହିତ ସେହି ମହାବିଦ୍ୟାଳୟ ରେ ନବୀନ ପ୍ରଥମ ଛାତ୍ର ଭାବେ ନାମ ଲେଖାଇ ଓଡ଼ିଆ ଶିଖନ୍ତୁ I

ଦୀର୍ଘ 18ବର୍ଷ ଶାଶନ ରେ ରହିବା ପରେ ମଧ୍ୟ ଓଡ଼ିଆ ଭାଷା ପ୍ରତି ତାଙ୍କର ଆନ୍ତରିକତା ନଥିବାରୁ ସେ ଓଡ଼ିଆ ଶିଖିପାରିନାହାନ୍ତି ତେଣୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିହାତି ଭାବରେ ତାଙ୍କୁ ଓଡ଼ିଆ ଶିଖାଇବାରେ ସାହାଯ୍ୟ କରିବ ତେଣୁ ନବୀନ ତୁରନ୍ତ ଓଡ଼ିଆ ବିଶ୍ୱବିଦ୍ୟାଳୟ ନାମ ଲେଖାଇଦିଅନ୍ତୁ I

Leave a Reply

Your email address will not be published. Required fields are marked *