ହକି କୁ ସମର୍ଥନ ଦେବାକୁ ଓଡିଶା ଆସିବେ ବଲିୟୁଡ଼ ବାଦଶାହା ଶାହରୁଖ ଖାନ

ଭାରତ ର ଜାତୀୟ ଖେଳ ହକି ଏଥର ଓଡ଼ିଶାର କଳିଙ୍ଗ ଷ୍ଟାଡିଅମ ରେ ନଭେମ୍ବର ୨୭ରେ ଅନୁଷ୍ଠିତ ହେବାକୁ ଯାଉଛି I16ଟି ଦଳ ଏଥିରେ ଭାଗ ନେଉଛନ୍ତି Iକଳିଙ୍ଗ ଷ୍ଟାଡିଅମ ରେ ଏଆର ରେହମାନ୍‌ ତାଙ୍କ ସଂଗୀତ ଯାଦୁରେ ଉଦଘାଟନ କରିବେ I ତେବେ ଭାରତୀୟ ଦଳର ସମର୍ଥନ ପାଇଁ ହକି ଦଳ ତରଫରୁ ବଲିୟୁଡ଼ ବାଦଶାହା ଶାହରୁଖ ଖାନ ଙ୍କୁ ମନପ୍ରୀତ ସିଂ ଟ୍ୱିଟର ଯୋଗେ ନିମନ୍ତ୍ରଣ କରି କହିଥିଲେ କଣ ଆପଣ ଭାରତୀୟ ଦଳର ସମର୍ଥନ ଦେଇ ଓଡ଼ିଶାରେ ପହଂଚିବେ କି ?ଏବେବି କଣ ଆପଣଙ୍କ ହୃଦୟ ହକି ପାଇଁ ଧକ୍ ଧକ୍ ହେଉଛି କି ? ପ୍ରତିଉତ୍ତର ରେ ଶାହରୁଖ ଜବାବ ରଖିଥିଲେ ରିପ୍ଲାୟ ଦେବାରେ ବିଳମ୍ବ ହେଲେ ମଧ୍ୟ ମୁଁ ଯଥା ପୂର୍ବରୁ ଓଡ଼ିଶାରେ ପହଂଚି ଭାରତୀୟ ଦଳର ବି

ଜୟ ପାଇଁ ସମର୍ଥନ ଦେବୀ,ହକି ମୋ ହୃଦୟର ସ୍ପନ୍ଦନ I ଅପରପକ୍ଷରେ ମୁଖ୍ୟମନଟି ମଧ୍ୟ ଶାହରୁଖ ଙ୍କୁ ଟ୍ୱିଟର ରେ ନିମନ୍ତ୍ରଣ କରିଥିଲେ କି ହକି ପାଇଁ ଧକ୍ ଧକ୍ କରୁଥିବା ଚକ ଦେ ଇଣ୍ଡିଆ ର ହିରୋ ହକି କୁ ସମର୍ଥନ ଦେବାକୁ ଆଗେଇଆସିବା ଆବଶ୍ୟକ,ଓଡିଶା ଆପଣଙ୍କୁ ସ୍ୱାଗତ କରୁଛି I ମୁଖ୍ୟମନ୍ତ୍ରୀ ଙ୍କ ଟ୍ୱିଟର ରେ ଶାହରୁଖ କହିଛନ୍ତି କି ଧନ୍ୟବାଦ ସାର ,ଆପଣଙ୍କ ନିମନ୍ତ୍ରଣ ପାଇଁ ,ଲକ୍ଷ ଲକ୍ଷ ଲୋକଙ୍କ ହୃଦୟର ସ୍ପନ୍ଦନ ହକି ପାଇଁ ମୁଁ ନୀଚେ ଓଡ଼ିଶାରେ ପହଁଚିବେ I

Leave a Reply

Your email address will not be published. Required fields are marked *