ଟ୍ରେନ୍ ରେ ବି ଥାଏ କି ଅଟୋମେଟିକ ଚାଲିବା ସୁବିଧା?? କଣ ହେବ ଯଦି ଡ୍ରାଇଭର ସୋଇଯାଏ?

ଟ୍ରେନ ରେ ଯାତାୟାତ କରିବା ସମୟରେ ଆପଣମାନେ କେବେ ନା କେବେ ନିଶ୍ଚୟ ଭାବୁଥିବେ ଯଦି ଟ୍ରେନ ର ଡ୍ରାଇଭର ଟ୍ରେନ ଚଳାଉଥିବା ସମୟରେ ଶୋଇପଡେ ତେବେ କଣ ହେବ?

କଣ ଟ୍ରେନରେ ଯାଉଥିବା ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଯିବ ନା କଣ ହେବ ଚାଲନ୍ତୁ ଜାଣିବା ଏହାର ଉତ୍ତର ଏପରି ରହିଛି ଯାହା ଆପଣ ଜାଣିବା ପରେ ଚକିତ ହୋଇଯିବେ କାରଣ ଉତ୍ତର ଟି ମଧ୍ୟ ସେତିକି ସୁଷ୍ପେନ।ଟ୍ରେନରେ ଗୋଟେ ବଟନ୍ ରହିଥାଏ ଯାହା ଡ୍ରାଇଭର କିଛି ସମୟ ଅନ୍ତାଳୟରେ ବାରମ୍ବାର ଦବାଇ ଥାନ୍ତି।

ଏହା କନଫ୍ରମ୍ କରିବା ପାଇଁ କି ଡ୍ରାଇଭର ସୋଇନାହାନ୍ତି।ଏହି ବଟନକୁ ଭି.ସି.ଡି ବା ଭିଜିଲାନ୍ସ କଣ୍ଟ୍ରୋଲିଂ ଡିଭାଇସ୍ କୁହନ୍ତି।ଏହା ଯୋଗୁଁ ହିଁ ଡ୍ରାଇଭର ମାନେ ଶୋଇ ନ ଥାନ୍ତି।ଯଦି ଏହା ପ୍ରେସ କରା ନ ଯିବ ତେବେ ଟ୍ରେନ ର ଇଞ୍ଜିନ ବନ୍ଦ ହୋଇଯିବ।ତେଣୁ ଯଦି କୌଣସି ଚାଳକ ଶୋଇପଡ଼ି ଥିବେ ତେବେ ଟ୍ରେନ ଆପେ ଆପେ ବନ୍ଦ ହୋଇଯିବ।ଅର୍ଥାତ୍ ଏମେର୍ଜେନ୍ସି ବ୍ରେକ୍ ଲାଗିଯିବ।

Leave a Reply

Your email address will not be published. Required fields are marked *