କେଉଁ ପକ୍ଷୀ ପାଣି ପିଇ ଲେ ମରିଯାଏ

ଆଜି ଆମେ ଜାଣିବା କିଛି କୌତୁହଳ ପୂର୍ଣ୍ଣ ପ୍ରଶ୍ନ।ଯାହାକି ଆପଣଙ୍କ ଜ୍ଞାନ କୁ ବୃଦ୍ଧି କରିବାରେ ମଧ୍ୟ ସହାୟକ ହେବ।

ତେବେ ଆସନ୍ତୁ ଆରମ୍ଭ କରିବା।

୧- କେଉଁ ଜିନିଷ ଫୁଟିବା ପରେ ମଧ୍ୟ ଆଦୌ ଶବ୍ଦ କରେ ନାହି।

ଉତ୍ତର – କ୍ଷୀର

୨- ଏମିତି କେଉଁ ଜିନିଷ ଅଛି ଯାହା ପିଲା କୁ ଯବାନ ଓ ଯବାନ କୁ ବୁଢ଼ା କରିଦିଏ।

ଉତ୍ତର – ବୟସ

୩- ଏମିତି କେଉଁ ଜିନିଷ ଅଛି ଯାହାକୁ ମହିଳା ମାନେ ସବୁଦିନ ଓ ପୁରୁଷ ମାନେ ଜୀବନ ରେ ଥରେ ବ୍ୟବହାର କରନ୍ତି।

ଉତ୍ତର – ମଥା ରେ ସିନ୍ଧୁର

୪- ଏମିତି କେଉଁ ଜିନିଷ ଯାହା ଭାରତ ମଝିରେ, ଘର ପଛରେ ଓ ରଥ ଆଗରେ ଥାଏ?

ଉତ୍ତର – ର ଅକ୍ଷର

୫- ଏମିତି କେଉଁ ଯିବା ଅଛି ଯିଏ ପାଣି ପିଇଲେ ମରିଯାଏ?

ଉତ୍ତର – କଙ୍ଗରୁ ମୂଷା

Leave a Reply

Your email address will not be published. Required fields are marked *