କେଉଁ ସ୍ବପ୍ନ ଦେଖିବା ଦ୍ୱାରା କି ଫଳ ମିଳିଥାଏ ,କଣ ସଂକେତ ଦେଇଥାଏ ଆମକୁ ସ୍ବପ୍ନ

ମନୁଷ୍ୟ ସୋଇପଡିବା ପରେ ବିଭିର୍ଣ୍ଣ ସ୍ବପ୍ନ ଦେଖିଥାଏ I କାହିଁକି ଏପରି ସ୍ବପ୍ନ ଦେଖିଥାଏ ମଣିଷ ??ସ୍ବପ୍ନ ସହିତ କି ସମ୍ପର୍କ ଅଛି ଆମର ??ବେଳେବେଳେ ଏମିତି ହୁଏ କି କିଛି ସ୍ବପ୍ନ ସତ ହେଇଥାଏ ,ତ ଆଉ କିଛି ସ୍ବପ୍ନ ଚିନ୍ହା ଚିଂହା ଲାଗିଥାଏ I ତେବେ ସ୍ବପ୍ନ ସହିତ ଆମର ସମ୍ପର୍କ ରହିଛି I କେଉଁ ସ୍ବପ୍ନ ଦ୍ୱାରା କେଉଁ ଫଳ ମିଳିଥାଏ 1)ଓଟ:ସ୍ୱପ୍ନରେ ଓଟ ଦେଖିବା ଦ୍ୱାରା ଅର୍ଥ ଲାଭ ହେଇଥାଏ ,କିନ୍ତୁ ଓଟ ରେ ଚଢି ଯାତ୍ରା କରୁଥିବାର ଦେଖିଲେ ଏହା ଅଶୁଭ I ନିଜେ କିମ୍ବା ପରିଜନ କେହି ସ୍ୱର୍ଗାଧାମ ହେବାର ସଂକେତ I 2) ଯଦି ସ୍ୱପ୍ନରେ ପାରା ଦେଖନ୍ତି ତେବେ ବ୍ୟବସାୟ ରେ ଲାଭ କିମ୍ବା ଚାକିରୀ ରେ ଭଲ ଫଳ ମିଳିବ I 3)ଘୋଡା ସ୍ବପ୍ନ ଦେଖିବା ଦ୍ୱାରା ଉଞ୍ଚ ପଦବୀ ମିଳିବI ର ସମ୍ଭାବନା I

4)କୁକୁର ,ବାରହା ,କୁକୁଡ଼ା ସ୍ୱପ୍ନରେ ଆସିଲେସୁକନ୍ୟା ଲାଭ ହେଇଥାଏ 5)ଠେକୁଆ ଦେଖିବା ଦ୍ୱାରା ବନ୍ଧୁ ପରିଜନ ମାନଙ୍କ ଠାରୁ ଗାଳି ଖାଇବେ I ସମ୍ପର୍କ ରେ ତିକ୍ତ ହେଇପାରେ 6)ଯଦି ବିଲେଇ ଦେଖନ୍ତି ସ୍ବପ୍ନ ରେ ତେବେ ଏହା ଅଶୁଭ ,ନିକଟ ଅତୀତ ରେ ବିପଦର ସାମ୍ନା କରିବାକୁ ପଡିବ I 7)ବିଛା କାମୁଡିବା ଦେଖିଲେ ଯଶ ଲାଭ ହେବାର ସମ୍ଭାବନା I 8) ଯଦି ବାଘ ,ଭାଲୁ , ଗୋଡ଼ାଉଥାନ୍ତି ସ୍ୱପ୍ନରେ ତେବେ ଅତି ଶୀଘ୍ର କୌଣସି ଖଳ ଲୋକଙ୍କ ଦ୍ୱାରା ଆପଣ ଶୋଷିତ ହେବାର ସମ୍ଭାବନା I 9)ସ୍ୱପ୍ନରେ ଗଛ ଦେଖିଲେ କୁଟୁମ୍ବ ବୃଦ୍ଧି ହେଇଥାଏ 10)

ମାଛ ଦେଖିବା ଶୁଭ ,11)ମଇଁଷି ଦେଖିବା ଅଶୁଭ I ଯଦି ଏପରି ସ୍ବପ୍ନ ଦେଖି ନିଦ୍ରା ଭଙ୍ଗ ହେଇଯାଏ ଏବଂ ଆପଣ ପୁନର୍ବାର ସୋଇପାରନ୍ତି ନାହିଁ ତେବେ ଏହା ସତ ହେଇଥାଏ ବୋଲି ମନାଯାଏ I ନିରାକରଣ :ସକାଳୁ ଉଠି ଶିବ ମନ୍ଦିର ରେ କ୍ଷୀର ଢ଼ାଳିବା ସହିତ ଓଁ ନମଃ ଶିବାୟ ମନ୍ତ୍ର ଜପ କରିବା ଦ୍ୱାରା କିଛି ପରିମାଣରେ ସୁଫଳ ମିଳିଥାଏ I

One Comment on “କେଉଁ ସ୍ବପ୍ନ ଦେଖିବା ଦ୍ୱାରା କି ଫଳ ମିଳିଥାଏ ,କଣ ସଂକେତ ଦେଇଥାଏ ଆମକୁ ସ୍ବପ୍ନ”

Leave a Reply

Your email address will not be published. Required fields are marked *